ହାତୀ ଛୁଆର ମୃତଦେହ ଉଦ୍ଧାର

Get real time updates directly on you device, subscribe now.

ରେଢ଼ାଖୋଲ,(ବି.ବି.ନୁ୍ୟଜ୍): ସମ୍ବଲପୁର ଜିଲ୍ଲା କିସିଣ୍ଡା ବନ୍ୟପ୍ରାଣୀ ରେଞ୍ଜର ନୂତନ କଞ୍ଚନପୁର ଗାଁ ପାଖ ଉରାଦେଇ ଖସଡ଼ା ଜଙ୍ଗଲରୁ ଶନିବାର ବନ ବିଭାଗ ଏକ ହାତୀ ଛୁଆର ମୃତଦେହ ଉଦ୍ଧାର କରିଛି । ହାତୀ ଛୁଆର ବୟସ ୪ ବର୍ଷ ହେବ ବୋଲି ଜଣାପଡିଛି । କୃଷି ଓ ଝାଡ଼ା ଯୋଗୁ ଏହି ଛୁଆ ହାତୀଟିର ମୃତୁ୍ୟ ଘଟିଥିବା ବନବିଭାଗ ସୂଚନା ଦେଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons