ଭୁବନେଶ୍ୱର,(ବି.ବି.ବୁ୍ୟରୋ): ରାଜ୍ୟ ସରକାର ଆଜି ୮୫ ଗ୍ରୁପ୍ ବି ରାଜସ୍ୱ ସେବା ଅଧିକାରୀଙ୍କୁ ବଦଳି କରିଛନ୍ତି । ସେମାନଙ୍କୁ ନୂଆ ନିଯୁକ୍ତି ଦିଆଯାଇଛି । ଯଶସ୍ୱିନୀ ପୃଥାଳ୍ ତିର୍ତ୍ତୋଲର ଅତିରିକ୍ତ ତହସିଲଦାର ହୋଇଛନ୍ତି । ସେ ପୂର୍ବରୁ ପାନପୋଷ ଉପଜିଲ୍ଲାପାଳ ଅଫିସ୍ରେ ସହକାରୀ ଜିଲ୍ଲାପାଳ ଥିଲେ । ତିର୍ତ୍ତୋଲର ଅତିରିକ୍ତ ତହସିଲଦାର ଥିବା ମ୍ରିଣାଳୀ ମହାନ୍ତିଙ୍କୁ କଟକର ସହକାରୀ ଜିଲ୍ଲାପାଳ ଦାୟିତ୍ୱ ମିଳିଛି । ବିରିଡିର ଅତିରିକ୍ତ ତହସିଲଦାର ସୌମ୍ୟ ପଟ୍ଟନାୟକଙ୍କୁ କଟକ ବିଓଆର୍ ଅଫିସ୍ରେ କୋର୍ଟ ଅଫିସର ହୋଇଛନ୍ତି ।
ନିର୍ମଳ ଚନ୍ଦ୍ର ସାହୁଙ୍କୁ ମୋହନାର ଅତିରିକ୍ତ ତହସିଲଦାର, ଦୁର୍ଯେ୍ୟାଧନ ସାହୁ ଅନୁଗୁଳ ଅତିରିକ୍ତ ତହସିଲଦାର, ସଇଦ୍ ସବିର ଶାହା ମାଲକାନଗିରି ଅତିରିକ୍ତ ତହସିଲଦାର, ଦେବାଶିଷ କର ରାୟଗଡାର ସହକାରୀ ଜିଲ୍ଲାପାଳ, ମନୋରଞ୍ଜନ ବାଘର କଣ୍ଟାମାଳର ଅତିରିକ୍ତ ତହସିଲଦାର, ଗୋକୁଳ ଚନ୍ଦ୍ର ପଲାଇ ବିଶୋଇର ଅତିରିକ୍ତ ତହସିଲଦାର, ଲକ୍ଷ୍ମୀଧର ନାୟକ ହରିଚନ୍ଦନପୁରର ଅତିରିକ୍ତ ତହସିଲଦାର, ଗୋପାଳକ୍ରିଷ୍ଣା ଅଧିକାରୀ କଟକ ବୋର୍ଡ ଅଫ ରେଭିନୁ୍ୟର କୋର୍ଟ ଅଫିସର, ରତ୍ନାକର ନାୟକ ଜାମଡାର ଅତିରିକ୍ତ ତହସିଲଦାର, ନବକିଶୋର ସାହୁ ନୟାଗଡ ନୂଆସାହିର ଅତିରିକ୍ତ ତହସିଲଦାର, ମିତାଲୀ ମଧୁସ୍ମିତା ଦଳାଇଙ୍କୁ ଲାଠିକଟାର ଅତିରିକ୍ତ ତହସିଲଦାର ଦାୟିତ୍ୱ ମିଳିଛି ।
ସୁକିନ୍ଦାର ଜୋନ୍ ଅଫିସର ଭୋଳାନାଥ ମାଝିଙ୍କୁ ଭବାନୀପାଟଣାର ଅତିରିକ୍ତ ତହସିଲଦାର କରାଯାଇଛି । ଗାଇସିଲଟ୍ର ଅତିରିକ୍ତ ତହସିଲଦାର ଭଗତ ସେଠ୍ଙ୍କୁ ବଲାଙ୍ଗୀରର ସହକାରୀ ଜିଲ୍ଲାପାଳ ନିଯୁକ୍ତ କରାଯାଇଛି । ବାହଲ୍ଦାର ଅତିରିକ୍ତ ତହସିଲଦାର ଦିନାକର ମାଝିଙ୍କୁ ଘସିପୁରାର ଅତିରିକ୍ତ ତହସିଲଦାର ଦାୟିତ୍ୱ ମିଳିଛି । ଚନ୍ଦ୍ରପୁରର ଅତିରିକ୍ତ ତହସିଲଦାର ମାନସ କୁମାର ଘଡାଇଙ୍କୁ ଚାନ୍ଦହାଣ୍ଡିର ଅତିରିକ୍ତ ତହସିଲଦାର କରାଯାଇଛି । ଚାନ୍ଦହାଣ୍ଡିର ଅତିରିକ୍ତ ତହସିଲଦାର ଦେବବ୍ରତ କରାତି ସେମିଳିଗୁଡାର ଅତିରିକ୍ତ ତହସିଲଦାର ହୋଇଛନ୍ତି । କେଉଁଝର ରିମୁଳିର ଜୋନ୍ ଅଫିସର ଅଶୋକ କୁମାର ପଟ୍ଟନାୟକଙ୍କୁ ରଣପୁରର ଅତିରିକ୍ତ ତହସିଲଦାର ଦାୟିତ୍ୱ ମିଳିଛି ।
ରେମୁଣାର ଅତିରିକ୍ତ ତହସିଲଦାର ଅନିନ୍ଦିତା ଆଚାର୍ଯ୍ୟଙ୍କୁ ଗୋଠପାଟଣାର ଆରଓଟିଆଇର ସହକାରୀ ନିଦେ୍ର୍ଧଶକ ଦାୟିତ୍ୱ ମିଳିଛି । ବାଲେଶ୍ୱରର ସହକାରୀ ଜିଲ୍ଲାପାଳ ଅଭୟ ନାୟକଙ୍କୁ ଭୋଗରାଇର ଅତିରିକ୍ତ ତହସିଲଦାର କରାଯାଇଛି । କଟକର ଅତିରିକ୍ତ ତହସିଲଦାର ଧନଞ୍ଜୟ ମହାନ୍ତିଙ୍କୁ ଇଡ୍କୋର ଅତିରିକ୍ତ ଲ୍ୟାଣ୍ଡ୍ ଅଫିସର ଦାୟିତ୍ୱ ମିଳିଛି । କଟକ ବୋର୍ଡ ଅଫ ରେଭିନୁ୍ୟର କୋର୍ଟ ଅଫିସର ପ୍ରଫୁଲ୍ଲ କୁମାର ଓଡୁଙ୍କୁ ବଣାଇର ଅତିରିକ୍ତ ତହସିଲଦାର ଦାୟିତ୍ୱ ମିଳିଛି । ଭଦ୍ରକର ସହକାରୀ ଜିଲ୍ଲାପାଳ ସୌମଶ୍ରୀ ପାଣିଗ୍ରାହୀଙ୍କୁ ବାସୁଦେବପୁରର ଅତିରିକ୍ତ ତହସିଲଦାର କରାଯାଇଛି । ଓଉପଦାର ଅତିରିକ୍ତ ତହସିଲଦାର ହେମନ୍ତ କୁମାର ନାୟକଙ୍କୁ ବାଲେଶ୍ୱର ବୋର୍ଡ ଅଫ୍ ରେଭିନୁ୍ୟର କୋର୍ଟ ଅଫିସର ଦାୟିତ୍ୱ ମିଳିଛି ।
ସମୀର ରଞ୍ଜନ ଦାସ ବିଞ୍ଝାରପୁରର ଅତିରିକ୍ତ ତହସିଲଦାର, ସୌମ୍ୟକାନ୍ତ ସୌମ୍ୟଦର୍ଶୀ ଗୋଠପାଟଣା ଆରଓଟିଆଇର ସହକାରୀ ନିଦେ୍ର୍ଧଶକ,ବିରଞ୍ଚି ନାରାୟଣ ବେହେରା ନିମାପଡାର ଅତିରିକ୍ତ ତହସିଲଦାର, ମନୋଜ ମାଝି ସତ୍ୟବାଦୀର ଅତିରିକ୍ତ ତହସିଲଦାର, ସିଦ୍ଧାର୍ଥ ପଟ୍ଟନାୟକ ଏକ୍ଜିକୁ୍ୟଟିଭ୍ ଅଫିସର, ଲକ୍ଷ୍ମୀନାରାୟଣ ସାବତ ଗୁଣପୁରର ଅତିରିକ୍ତ ତହସିଲଦାର, ଜ୍ଞାନଜିତ୍ ତ୍ରିପାଠୀ କୋରାପୁଟର ସହକାରୀ ଜିଲ୍ଲାପାଳ, ପ୍ରିୟଙ୍କା ନାୟକ ବ୍ରହ୍ମପୁରର ଅତିରିକ୍ତ ତହସିଲଦାର, ଶୁଭେନ୍ଦୁ ଜେନା ବିଷମ କଟକର ଅତିରିକ୍ତ ତହସିଲଦାର, ପୁଷ୍ପାଞ୍ଜଳି ଚୌଧୁରୀ ରାୟଗଡାର ସହକାରୀ ଜିଲ୍ଲାପାଳ, ରମେଶ ବେହେରା କନିଷିର ଅତିରିକ୍ତ ତହସିଲଦାର, ନେପାଳ ଚନ୍ଦ୍ର ମୁଣ୍ଡା ରେଙ୍ଗାଲିର ଅତିରିକ୍ତ ତହସିଲଦାର, ତାପସ କୁମାର ବିଷି ଗୃହ ଓ ନଗର ଉନ୍ନୟନ ବିଭାଗର ଏକ୍ଜିକୁ୍ୟଟିଭ୍ ଅଫିସର ନିଯୁକ୍ତ ହୋଇଛନ୍ତି ।
ଲିସା ଦାସ ଢେଙ୍କାନାଳର ସହକାରୀ ଜିଲ୍ଲାପାଳ ହୋଇଛନ୍ତି । ରୀନା ନାୟକ ବାଲିଶଙ୍କରାର ଅତିରିକ୍ତ ତହସିଲଦାର ହୋଇଛନ୍ତି । ଉମାକାନ୍ତ ବିଶ୍ୱାଳ ନିଶ୍ଚିନ୍ତ କୋଇଲିର ଅତିରିକ୍ତ ତହସିଲଦାର ହୋଇଛନ୍ତି । ନିହାର ରଞ୍ଜନ ମଲ୍ଲିକ ଡେରାବିଶର ଅତିରିକ୍ତ ତହସିଲଦାର ନିଯୁକ୍ତ ହୋଇଛନ୍ତି । ସ୍ମୃତିରଞ୍ଜନ ସାହୁ କେଉଁଝରର ସହକାରୀ ଜିଲ୍ଲାପାଳ ହୋଇଛନ୍ତି । ସମ୍ବିତ ସଂଗ୍ରାମଜିତ୍ ସାହୁ ସୁଲିଆପଡାର ଅତିରିକ୍ତ ତହସିଲଦାର ହୋଇଛନ୍ତି । ସତ୍ୟବାନ ନାୟକଙ୍କୁ ମୋରଡାର ଅତିରିକ୍ତ ତହସିଲଦାର ଦାୟିତ୍ୱ ଦିଆଯାଇଛି । ସଞ୍ଜୀବ କୁଲୁ କୁନ୍ଦ୍ରାର ଅତିରିକ୍ତ ତହସିଲଦାର ହୋଇଛନ୍ତି । ପୁଷ୍ପାଶ୍ରୀ ସାଣ୍ଡିଲ୍ କଟକର ଅତିରିକ୍ତ ତହସିଲଦାର ହୋଇଛନ୍ତି । ତ୍ରିଦେବ ପ୍ରଧାନ ଯୁଜୁମରାର ଅତିରିକ୍ତ ତହସିଲଦାର ହୋଇଛନ୍ତି । ପ୍ରଦୀପ କୁମାର ମହାରଣା ବ୍ରହ୍ମପୁରର ଅତିରିକ୍ତ ତହସିଲଦାର ହୋଇଛନ୍ତି । ସୁଚରିତା ମୁଗ୍ରୀ ବଲାଙ୍ଗୀରର ସହକାରୀ ଜିଲ୍ଲାପାଳ ହୋଇଛନ୍ତି । ଅନୀଲ କୁମାର ଆଚାର୍ଯ୍ୟ ରଣପୁରର ଅତିରିକ୍ତ ତହସିଲଦାର, ସୌମ୍ୟରଞ୍ଜନ ମହାପାତ୍ର ଭଞ୍ଜନଗରର ସହକାରୀ ଜିଲ୍ଲାପାଳ, ପ୍ରଦୀପ କୁମାର ଶାହା ଏକ୍ଜିକୁ୍ୟଟିଭ ଅଫିସର, ନରେନ୍ଦ୍ର ପ୍ରଧାନ ଏକ୍ଜିକୁ୍ୟଟିଭ୍ ଅଫିସର, ବଳଭଦ୍ର ପୂର୍ତ୍ତୀ ଘଟଗାଁର ଅତିରିକ୍ତ ତହସିଲଦାର, ସାଗରଚନ୍ଦ୍ର ମୁର୍ମୁ ବାରିପଦାର ଅତିରିକ୍ତ ତହସିଲଦାର, ଲିଲନ କୁମାର ସାହୁ ଖୋର୍ଦ୍ଧାର ଅତିରିକ୍ତ ତହସିଲଦାର, ଆଦିତ୍ୟ କୁମାର ପଣ୍ଡା ସମ୍ବଲପୁରର ସହକାରୀ ଜିଲ୍ଲାପାଳ, ସୀତାଂଶୁ ଶେଖର ଦାସ ଢେଙ୍କାନାଳର ସହକାରୀ ଜିଲ୍ଲାପାଳ, ବନମାଳୀ ଶତପଥୀ ଗଞ୍ଜାମର ସହକାରୀ ଜିଲ୍ଲାପାଳ, ପ୍ରସନ୍ନ କୁମାର ନାୟକ କଟକର ସହକାରୀ ଜିଲ୍ଲାପାଳ, ପ୍ରିୟଦର୍ଶିନୀ ଜେନା କେନ୍ଦ୍ରପଡାର ସହକାରୀ ଜିଲ୍ଲାପାଳ, ଲୋକନାଥ ଶବର ନୂଆପଡାର ସହକାରୀ ଜିଲ୍ଲାପାଳ, ଚିନ୍ମୟ କୁମାର ନାୟର ଧର୍ମଗଡର ସହକାରୀ ଜିଲ୍ଲାପାଳ, ଶୋଭାଭୂଷଣ ଶବର ଏକ୍ଜିକୁ୍ୟଟିଭ୍ ଅଫିସର, ଲଳିତ ବାଗ୍ ବନ୍ଧୁଗାଁର ଅତିରିକ୍ତ ତହସିଲଦାର, ଶୁଭେନ୍ଦୁ କୁମାର ଜେନା ଗଞ୍ଜାମର ଅତିରିକ୍ତ ତହସିଲଦାର, ସୁରେଶ ଚନ୍ଦ୍ର ପଣ୍ଡା ବୋଲଗଡର ଅତିରିକ୍ତ ତହସିଲଦାର, ଚୌଧୁରୀ ପ୍ରଜାନନ୍ଦନ ଦାସ ଟାଙ୍କୀ-ଚୌଦ୍ୱାରର ଅତିରିକ୍ତ ତହସିଲଦାର, ନାରାୟଣ ମହାପାତ୍ର କୋର୍ଟ ଅଫିସର, ଅଳକାରାଣୀ ଦେବତା ବିରିଡିର ଅତିରିକ୍ତ ତହସିଲଦାର, ଦିବାକର ବାଗ୍ କଲାମପୁରର ଅତିରିକ୍ତ ତହସିଲଦାର, ଅଭୀପ୍ସା ପଟ୍ଟନାୟକ ପୁରୀର ସହକାରୀ ଜିଲ୍ଲାପାଳ, ସୁଶ୍ରୀ ସଙ୍ଗୀତା ଖଟୁଆଙ୍କୁ ନୂଆଦିଲ୍ଲୀ ଓଡିଶା ଭବନର ଇଷ୍ଟେଟ୍ ଦାୟିତ୍ୱ ମିଳିଛି ।
ଯୁଗଳ କିଶୋର ବିଶ୍ୱାଳ ବୌଦ୍ଧର ସହକାରୀ ଜିଲ୍ଲାପାଳ, ଭାନୁମତୀ ମାଝି ବରୀର ଅତିରିକ୍ତ ତହସିଲଦାର, ସାମୀ ରେଡ୍ଡୀ ବରଗଡର ଅତିରିକ୍ତ ତହସିଲଦାର, ପ୍ରିୟଙ୍କା ମଲ୍ଲିକ କଟକର ସହକାରୀ ଜିଲ୍ଲାପାଳ, ଶରତଚନ୍ଦ୍ର ମଲ୍ଲିକ ଓଡଗାଁର ଅତିରିକ୍ତ ତହସିଲଦାର, ଆନନ୍ଦ କୁମାର ପଣ୍ଡା ବାଙ୍ଗମୁଣ୍ଡାର ଅତିରିକ୍ତ ତହସିଲଦାର, ସୁଦର୍ଶନ ଗୁରୁ କାମାକ୍ଷାନଗରର ସହକାରୀ ଜିଲ୍ଲାପାଳ, ବିଜୟ କୁମାର ସେଠୀ ଖୋର୍ଦ୍ଧାର ସହକାରୀ ଜିଲ୍ଲାପାଳ ହୋଇଛନ୍ତି ।
ଅୟୋଧ୍ୟାନାଥ ପ୍ରଧାନ ଗଣିଆ ଅତିରିକ୍ତ ତହସିଲଦାର, ଶକୁନ୍ତଳା ପ୍ରଧାନ ଖଇରା ଅତିରିକ୍ତ ତହସିଲଦାର, ରଞ୍ଜନ କୁମାର ନାୟକଙ୍କୁ ଡେଲାଙ୍ଗ, ପ୍ରକାଶ ଚନ୍ଦ୍ର ନାୟକଙ୍କୁ ଛେଣ୍ଡିପଦା , ଆଶିଷ କୁମାର ଭୋଇଙ୍କୁ ରାଉରକେଲା, ପ୍ରଶାନ୍ତ କୁମାର ସିଂଙ୍କୁ ଅନୁଗୁଳ, ଦୟାରାମ ମେହେରଙ୍କୁ ଅତାବିରା, ନାଳାମ୍ବର ପୂଜାରୀଙ୍କୁ ଜୟପୁର, ସୁବ୍ରତ କୁମାର ପାତ୍ରଙ୍କୁ ଜିବି ନଗର, ବିନତୀରାଣୀ କିସ୍କୁକୁ ବନ୍ତ ଓ ଲୋଚନ ଶବରଙ୍କୁ ନୂଆପଡାର ଅତିରିକ୍ତ ତହସିଲଦାର ନିଯୁକ୍ତ କରାଯାଇଛି । ଜ୍ୟୋତିର୍ମୟୀ ମଲ୍ଲିକ ସମ୍ବଲପୁର ଓ ଜୟସେନ ଧରୁଆଙ୍କୁ ନୂଆପଡାର ସହକାରୀ ଜିଲ୍ଲାପାଳ ଦାୟିତ୍ୱ ମିଳିଛି ।
Comments are closed, but trackbacks and pingbacks are open.