୧୦ ଗ୍ରାମ ବ୍ରାଉନସୁଗାର ଜବତ

Get real time updates directly on you device, subscribe now.

ଆଳି : କେନ୍ଦ୍ରାପଡା ଆଳି ପତ୍ରପୁର ଛକ ନିକଟରୁ ବ୍ରାଉନସୁଗାର ଜବତ ହୋଇଛି । ପତ୍ରପୁର ପୋଲ ନିକଟରୁ ଜଣଙ୍କୁ ଗିରଫ କରିଛି ଆଳି ପୋଲିସ । ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ରମାକାନ୍ତ ଦାସ । ଅଭିଯୁକ୍ତ ରମାକାନ୍ତ ନିକଟରୁ ୧୦ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ଏହାସହ ଗୋଟିଏ ସ୍କୁଟି ମଧ୍ୟ ଜବତ କରିଛି ପୋଲିସ । ବୁଧବାର ଆଳି ପୋଲିସ ଚେକିଂ କରୁଥିବା ସମୟରେ ଧଳା ଜହର ଜବତ ହୋଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons