୫ ଟନ୍ କୋକେନ୍ ଜବତ

Get real time updates directly on you device, subscribe now.

ହାମବର୍ଗ: ଜର୍ମାନୀର ବନ୍ଦର ସହର ହାମବର୍ଗରୁ ସୁରକ୍ଷା ଏଜେନ୍ସି ପ୍ରାୟ ୫ ଟନ ଓଜନର କୋକେନ୍ ଜବତ କରିଛନ୍ତି । ୨୦୦ଟି କଳା ରଙ୍ଗର ବ୍ୟାଗ୍ ଭିତରେ ଏସବୁ ଭର୍ତ୍ତି କରାଯାଇଥିଲା । ସେହି ବ୍ୟାଗଗୁଡିକରୁ କୋକେନ ଭର୍ତ୍ତି ୪,୨୦୦ଟି ପ୍ୟାକେଟ ମିଳିଛି । ଆନ୍ତର୍ଜାତିକ ବଜାରରେ ଏହାର ମୂଲ୍ୟ ପ୍ରାୟ ୧.୧୧ ବିଲିୟନ ଡଲାର ହେବ । ଏକ କଣ୍ଟେନର ଜରିଆରେ ଏହି କୋକେନକୁ ଉରୁଗୁଏରୁ ବେଲଜିୟମକୁ ପଠାଯାଉଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons