୮୦୦ ଲିଟର ପୋଚ ନଷ୍ଟ

Get real time updates directly on you device, subscribe now.

ନାରାୟଣପାଟଣା: ନାରାୟପାଟଣା ବ୍ଲକ୍ କୁମ୍ଭାରୀ, ଶିରିଗୁଡା ଅଞ୍ଚଳରେ ଅବକାରୀ ଓ ପୁଲିସ୍ ପକ୍ଷରୁ ମିଳିତ ଚଢଉ କରାଯାଇ ୮୦୦ ଲିଟର ପୋଚ ନଷ୍ଟ କରାଯାଇଛି । ଏହି ଚଢଉରେ କାହାରିକୁ ଗିରଫ କରାଯାଇ ନାହିଁ । ମଦ ପ୍ରସ୍ତୁତିରେ ବ୍ୟବହୃତ ବିଭିନ୍ନ ସାମଗ୍ରୀ ଜବତ କରାଯାଇଛି । ବେଆଇନ ମଦ କାରବାର ହେଉଥିବା ଅଭିଯୋଗ ପାଇବା ପରେ ଲକ୍ଷ୍ମୀପୁର ଅବକାରୀ ବିଭାଗ ଏବଂ ଥାନା ଏଏସ୍ଆଇ ଡି.ଏନ୍. ମୁର୍ଜାଙ୍କ ନେତୃତ୍ୱରେ ଏକ ୬ ଜଣିଆ ଟିମ୍ କୁମ୍ଭାରୀ ଓ ଶିରିଗୁଡାରେ ଚଢଉ କରି ମହୁଲ ପୋଚ ନଷ୍ଟ କରିଥିଲା ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons