ୱେବ୍ ସିରିଜ୍ରେ ପୁନୀଶ

Get real time updates directly on you device, subscribe now.

ହର୍ଷଦା ବିଜୟ, ରାଇମା ସେନ୍, ପ୍ରିୟା ବାନାର୍ଜୀ ଓ ଟିନା ସିଂହ ଗୁରୁତ୍ୱପୂଣ୍ଣ ର୍ ଭୂମିକାରେ ଅଭିନୟ କରିହୋତ୍ରା, ଛନ୍ତି । ତେବେ ପୁନୀଶ ଏଥିରେ ଜଣେ ବ୍ୟାଡ୍ ବଏ ଭୂମିକା ପ୍ଲେ କରିବେ, ଯାହା ଶୋ’ର ଗୁରୁତ୍ୱପୂଣ୍ଣ ର୍ ଚରିତ୍ର । ଷ୍ଟାର ଭାରତର ‘ମୁସକାନ୍’ ସିରିଏଲ୍ରେ ମଧ୍ୟ ନିକଟରେ ପୁନୀଶ ଏଣ୍ଟ୍ରି ନୀଶୱେବ୍ ସିରିଜ୍ରେ ପୁବିଗ୍ ବସ୍ ଫେମ୍ ପୁନୀଶ ଶର୍ମା ଏକ େଓବ୍ ସିରିଜ୍ରେ ଏଣ୍ଟ୍ରି କରିଛନ୍ତି । ଜି୫ରେ ରଶ୍ମି ଶର୍ମା ଟେଲିଫିଲ୍ମସର ୱେବ୍ ସିରିଜ୍ରେ ତାଙ୍କୁ ଦେଖିବାକୁ ମିଳିବ । ବର୍ତ୍ତମାନ ଏହାର ଟାଇଟଲ୍ ରହିଛି ‘୭ ଡେଜ୍ ୱିଦାଉଟ୍ ୟୁ’ । ସିରିଜ୍ଟି ସମାନ ଶୀର୍ଷକବିଶିଷ୍ଟ ପୁସ୍ତକର ନାଟ୍ୟ ରୂପାନ୍ତର । ଏହି ପ୍ରେମ କାହାଣୀରେ ପ୍ରିୟାଲ ଗୋର, ଅଂଶୁମାନ ମଲକରିଛନ୍ତି । ଟେଲିଭିଜନ୍ ଓ ୱେବ୍ ଦୁନିଆରେ ଧୀରେ ଧୀରେ ଲୋକପ୍ରିୟତା ହାସଲ କରୁଥିବାରୁ ସେ ବହୁତ ଖୁସି ଅଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons