ଦୀପ ନିଆଁରେ ଜଳିଗଲା ଦୋକାନ

Get real time updates directly on you device, subscribe now.

ସୋରଡା: ଗଞ୍ଜାମ ଜିଲ୍ଲା ସୋରଡା ଥାନା ଅନ୍ତର୍ଗତ ସାନସୋରଡାରେ ଦୀପାବଳି ଅବସରରେ ଅଘଟଣ । ଦୀପ ନିଆଁରୁ ଗୋଟିଏ ଦୋକାନରେ ନିଆଁ ଲାଗିଯାଇଥିଲା । ନିଆଁ ହଠାତ୍‌ ହୁହୁ ହୋଇ ବ୍ୟାପିଯାଇଥିଲା ।
ନିଆଁ ଲାଗିଯିବା ଯୋଗୁଁ ଦୋକାନୀ ସତ୍ୟ ନାରାୟଣ ସାହୁ ଗୁରୁତର ହୋଇଥିବା ଜଣା ପଡିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons