ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଶାଖାରେ ଗୁଳି : ଗ୍ରାହକ ଗୁରୁତର

Get real time updates directly on you device, subscribe now.

ପୁରୀ : ପୁରୀରେ ଥିବା ବ୍ୟାଙ୍କ ଅଫ୍‌ ଇଣ୍ଡିଆର ଶାଖାରେ ଗୁଳି କାଣ୍ଡ । ସୁରକ୍ଷା କର୍ମୀଙ୍କ ଅସାବଧାନତାରୁ ଗୁଳି ଫୁଟିଥିବା ପ୍ରାଥମିକ ସୂଚନା ମିଳିଛି । ଏଥିରେ ମୁନାଲ୍‌ ଖାନ୍‌ ନାମକ ଗ୍ରାହକ ଆହତ ହୋଇଛନ୍ତି ।
ମୁନାଲ୍‌ଙ୍କ ଡାହାଣ ଗୋଡରେ ଗୁଳି ବାଜିଛି । ତାଙ୍କୁ ଗୁରୁତର ଅବସ୍ଥାରେ ପୁରୀ ଡାକ୍ତରଖାନାରେ ଚିକିତ୍ସାପାଇଁ ଭର୍ତ୍ତି କରାଯାଇଛି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons