ଓଡ଼ିଶାର ବିଶିଷ୍ଟ ତବଲା ବାଦକ ରାଧାକାନ୍ତ ନନ୍ଦଙ୍କ ଦେହାନ୍ତ, କଟକର ଏକ ଘରୋଇ ହସ୍ପିଟାଲରେ ଆଜି ଅପରାହ୍ନରେ ଆଖି ବୁଜିଲେ କ୍ୟାନ୍ସରରେ ପୀଡ଼ିତ ରାଧାକାନ୍ତ, ରାଧାକାନ୍ତ ଓଡ଼ିଆ ଫିଲ୍ମ ଓ ଭଜନ ସମେତ ବିଭିନ୍ନ କାର୍ୟ୍ୟକ୍ରମରେ ତବଲା ବାଦନ କରି ବେଶ ଲୋକପ୍ରିୟ ଥିଲେ। ତାଙ୍କର ବାଦ୍ୟ ବଜାଇବାର ଦକ୍ଷତା ଅତି ସୁନ୍ଦର ଥିଲା। ତାଙ୍କ ମୃତ୍ୟୁରେ ପୂରା କଳାକାର ଜଗତ ଦୁଃଖ ପ୍ରକାଶ କରିଛନ୍ତି।
Comments are closed, but trackbacks and pingbacks are open.