ସେନ୍ଗରଙ୍କ ବିରୋଧରେ ଆଜି ପ୍ରକାଶ ପାଇବ ରାୟ

Get real time updates directly on you device, subscribe now.

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବାଙ୍ଗରମଉ ବିଧାୟକ କୁଲଦୀପ ସିଂହ ସେନ୍ଗରଙ୍କ ବିରୋଧରେ ଚାଲିଥିବା ଅପହରଣ ଓ ବଳାକ୍ରାର ମାମଲାରେ ଦିଲ୍ଲୀର ଏକ କୋର୍ଟ ସୋମବାର ରାୟ ପ୍ରକାଶ କରିବେ । ଜିଲ୍ଲାଜଜ୍ ଧର୍ମେଶ ଶର୍ମାଙ୍କ କୋର୍ଟରେ ଉଭୟ ପକ୍ଷର ଯୁକ୍ତି ଶୁଣାଣି ପରେ ରାୟ ସଂରକ୍ଷିତ ରହିଛି । ୨୦୧୭ରେ ଚାକିରି ଆଶାରେ ତାଙ୍କ ପାଖକୁ ଯାଇଥିବା ଜଣେ ନାବାଳିକାଙ୍କୁ ସେସନଗର ଅପହରଣ କରିବା ସହ ବଳାକ୍ରାର କରିଥିବା ଅଭିଯୋଗ ହୋଇଥିଲା । ଏପରିକି ସେ ଗତ ଜୁଲାଇରେ ପୀଡିତା ଓ ତାଙ୍କ ପରିବାର ଲୋକଙ୍କୁ ଟ୍ରକ ଚଢ଼ାଇ ହତ୍ୟା କରିବାକୁ ପ୍ରୟାସ କରିଥିଲେ । ସୁପି୍ରମକୋର୍ଟଙ୍କ ନିଦେ୍ର୍ଧଶରେ ଏହି ମାମଲା ଲକ୍ଷେ୍ନøରୁ ଦିଲ୍ଲୀ ସ୍ଥାନାନ୍ତର ହେବା ସହ ଗତ ଅଗଷ୍ଟରୁ ଶୁଣାଣି ଚାଲିଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons