ନିରଞ୍ଜନ ସେଠୀଙ୍କୁ ଶ୍ରେÂ ପ୍ରଶାସକ ସମ୍ମାନ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଓଡ଼ିଶା ପ୍ରତିଭା ପୂଜା ସଂସଦ ପକ୍ଷରୁ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ନିଦେ୍ର୍ଧଶକ ନିରଞ୍ଜନ ସେଠୀଙ୍କୁ ଶ୍ରେÂ ପ୍ରଶାସକ ଭାବେ ସମ୍ମାନିତ କରାଯାଇଛି । ସୂଚନା ଓ ଲୋକସମ୍ପର୍କ ବିଭାଗର ନିଦେ୍ର୍ଧଶକଙ୍କ କାର୍ଯ୍ୟାଳୟରେ ନିଦେ୍ର୍ଧଶକ କୃପାସିନ୍ଧୁ ମିଶ୍ର, ଅନୁÂାନର ସାଧାରଣ ସମ୍ପାଦକ ଦିଲ୍ଲୀପ କୁମାର ଦାସ ଓ ଅନୁÂାନର ଲୋକସମ୍ପର୍କ ବିଭାଗର ସମ୍ପାଦକ କମଳାକାନ୍ତ ଦାଶ ଶ୍ରୀ ସେଠୀଙ୍କୁ ମାନପତ୍ର, ଉତ୍ତରୀୟ ଓ ଟ୍ରଫି ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ୧୫ ତାରିଖରେ କଟକ ଶ୍ରୀରାମଚନ୍ଦ୍ର ଭବନରେ ଅନୁÂାନର ୧୯ତମ ରାଜ୍ୟସ୍ତରୀୟ ସାରସ୍ୱତ ସମାରୋହ ଅନୁÂିତ ହୋଇଥିଲା । ଶ୍ରୀ ସେଠୀଙ୍କୁ ୨୦୧୯ ମସିହା ପାଇଁ ଜଣେ ଶ୍ରେÂ ପ୍ରଶାସକ ଭାବେ ଚୟନ କରାଯାଇଥିଲା । ସେ ସେଦିନ ଅନୁପସ୍ଥିତ ଥିବାରୁ ତାଙ୍କୁ ଆଜି ସମ୍ମାନ ପ୍ରଦାନ କରାଯାଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons