ଭୁବନେଶ୍ୱର,(ବି.ବି.ବୁ୍ୟରୋ): ମୁଖ୍ୟମନ୍ତ୍ରୀ ନବୀନ ପ;ନାୟକ ଆଜି ନିଜର ଆଖି ପରୀକ୍ଷା କରିବା ପାଇଁ ଏଲ୍ଭି ପ୍ରସାଦ ଆଇ ହସ୍ପିଟାଲ ଯାଇଥିଲେ । ଆଜି ଅପରାହ୍ନରେ ସେ ମୁଖ୍ୟମନ୍ତ୍ରୀ ସେଠାରେ ପହଞ୍ଚô ଅଭିଜ୍ଞ ଚକ୍ଷୁ ଡାକ୍ତରଙ୍କ ଦ୍ୱାରା ପରୀକ୍ଷା କରି ଫେରିଥିଲେ । ଏହା ପ୍ରଥମ ଥର ନୁହେଁ ଦୀର୍ଘ ଦିନ ହେବ ସେ ଚଷମା ବ୍ୟବହାର କରୁଛନ୍ତି ଏବଂ ମଝିରେ ମଝିରେ ଚଷମାର ପାୱାର ଚେକ୍ଅପ୍ ସହିତ ଚକ୍ଷୁ ପରୀକ୍ଷା ମଧ୍ୟ କରିଥାନ୍ତି । ଏହା ପୂର୍ବରୁ ନବୀନ କ୍ୟାପିଟାଲ ହସ୍ପିଟାଲରେ ଦାନ୍ତ ପରୀକ୍ଷା କରିଥିଲେ ।
Comments are closed, but trackbacks and pingbacks are open.