ରାଜ୍ୟପାଳ ଗଣେଶୀ ଲାଲ୍ ଆରତି କରୁଛନ୍ତି

Get real time updates directly on you device, subscribe now.

ଜଗଦ୍ଗୁରୁ ଶ୍ରୀ ଶଙ୍କରାଚାର୍ଯ୍ୟ-ଗୋବର୍ଦ୍ଧନ ମଠ ପକ୍ଷରୁ ଶୁକ୍ରବାର ସନ୍ଧ୍ୟାରେ ଆୟୋଜିତ ତୀର୍ଥରାଜ ମହୋଦଧି ଆରତିର ବାର୍ଷିକ ମହୋତ୍ସବରେ ରାଜ୍ୟପାଳ ଗଣେଶୀ ଲାଲ୍ ଆରତି କରୁଛନ୍ତି । ନିକଟରେ ଉପସ୍ଥିତ ଅଛନ୍ତି ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟ, ଗଜପତି ଦିବ୍ୟସିଂହ ଦେବ ଏବଂ ସାଧୁସନ୍ଥ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons