ନୂତନ ଥାନାଧିକାରୀଙ୍କ ଦାୟିତ୍ୱ ଗ୍ରହଣ

Get real time updates directly on you device, subscribe now.

ବଳଙ୍ଗା,(ବି.ବି.ନୁ୍ୟଜ୍): ଆଜି ବଳଙ୍ଗା ଥାନାରେ ଇନ୍ସପେକ୍ଟର ଇନଚାର୍ଜ ଭାବେ ସଞ୍ଜୀବ କୁମାର ପ୍ରଧାନ ଦାୟିତ୍ୱ ଗ୍ରହଣ କରିଛନ୍ତି । ପୂର୍ବରୁ ଶ୍ରୀ ପ୍ରଧାନ ତାଙ୍କ କାର୍ଯ୍ୟଦକ୍ଷତା ପାଇଁ ଝାରସୁଗୁଡ଼ାରେ ଶ୍ରେÂ ପୁଲିସ ଅଧିକାରୀ ଭାବେ ପୁରସ୍କୃତ ହୋଇଥିଲେ । ବଳଙ୍ଗା ଅଞ୍ଚଳରେ ଚୋରି, ଡକାୟତି, ରାହାଜାନୀକୁ ରୋକି ଆଇନ୍ଶୃଙ୍ଖଳା ପରିସ୍ଥିତିରେ ସୁଧାର ଆଣିବା ତାଙ୍କର ପ୍ରଥମ କର୍ତ୍ତବ୍ୟ ହେବ ବୋଲି ସେ ପ୍ରକାଶ କରିଛନ୍ତି । ଜନସାଧାରଣ କିପରି ପୁଲିସର ନିକଟତର ହେବେ ସେଥି ପ୍ରତି ମଧ୍ୟ ଗୁରୁତ୍ୱ ଦିଆଯିବ ବୋଲି ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons