ପୋଲିସ୍‌ କବଜାରେ ଆନ୍ତରାଜ୍ୟ ଲୁଟେରା

Get real time updates directly on you device, subscribe now.

ବ୍ରହ୍ମପୁର: ଜରଡ଼ା ପୋଲିସ୍ କବଜାରେ ଆନ୍ତରାଜ୍ୟ ଲୁଟେରା। ଲୁଟେରା ଡି. ହରିହର ରେଡ୍ଡୀକୁ ପୋଲିସ୍ ଗିରଫ କରିଛି। ଗିରଫ ପରେ ତା ଠାରୁ ୭୨ ଖଣ୍ଡ ୫୦୦ ଟଙ୍କିଆ ନୋଟ୍‌। ଗୋଟିଏ ଲାଭା ମୋବାଇଲ ଫୋନ, ୧୬ ଗୋଟି ବିଭିନ୍ନ ବ୍ୟାଙ୍କର ଏଟିଏମ କାର୍ଡ ଏବଂ ଗୋଟିଏ ହିରୋ ଏଚଏଫ ଡିଲକ୍ସ ମୋଟର ସାଇକେଲ ପୋଲିସ୍ ଜବତ କରିଛି।
ପୋଲିସର ସୂଚନା ଅନୁସାରେ ଚୋରି ଅଭିଯୋଗରେ ୧୮ଟି ମକଦ୍ଦମା ଡି, ହରିହର ରେଡ୍ଡୀ ବିରୋଧରେ ରହିଛି। ସେଥିପାଇଁ ତାକୁ ବହୁଥର ଜେଲ୍‌ ଯିବାକୁ ମଧ୍ୟ ପଡ଼ିଛି। ହରିହର ଜେଲ୍‌ରୁ ମୁକୁଳିବା ପରେ ପୁଣି ଡକାୟତି ଆରମ୍ଭ କରି ଦେଇଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons