ଆଇଆଇଟି ଦିଲ୍ଲୀର ପ୍ରଫେସର ତିଆରି କଲେ କବଚ

Get real time updates directly on you device, subscribe now.

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା ଆତଙ୍କ ଚାଲିଥିବା ବେଳେ ଦିଲ୍ଲୀ ଆଇଆଇଟିର ଆସିଷ୍ଟାଣ୍ଡ ପ୍ରଫେସର ଟେଷ୍ଟଷ୍ଟାଇଲ୍ ଆଣ୍ଡ ଫାଇବର ଇଞ୍ଜିନିୟରିଂ ଟେକ୍ନୋଲୋଜି ଡିପାଟମେଣ୍ଟର ପ୍ରଫେସର ବିପିନୀ କୁମାର ଏକ ଅତ୍ୟାଧୁନିକ ମାସ୍କ ତିଆରି କରିଛନ୍ତି । ଯାହାର ନା ହେଲା କବଚ । ଏହା ଏନ୍-୯୫ ମାସ୍କ ଭଳି କାମକରିଥାଏ । ଏହି ମାସ୍କ ୯୮ ପ୍ରତିଶତ କାର୍ଯ୍ୟ ନିର୍ବାହ କରିଥାଏ । ଯାହାକି ୩ ମାଇକ୍ରୋ ପାଟିକିଲ୍ ସାଇଜ୍ର ଅଟେ । ଏହାର ମୂଲ୍ୟ ୪୫ ଟଙ୍କା ରହିଛି । ପ୍ରଫେସର ବିପିନୀ କୁମାରଙ୍କ ଟିମ୍ ଏହା ମାସ୍କର ପ୍ରୋଟୋଟାଇପ୍ ଉପରେ କାମ କରୁଛି । ଯାହାକି ଏହାକୁ ୧୦ଥରରୁ ଉଦ୍ଧ୍ୱର୍ ବ୍ୟବହାର କରାଯାଇପାରିବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons