ଆଜି ଝାରସୁଗୁଡ଼ା ଗସ୍ତରେ ୫ଟି ସଚିବ ଏବଂ ଉନ୍ନୟନ କମିଶନର

Get real time updates directly on you device, subscribe now.

ଝାରସୁଗୁଡା: ଆଜି ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ୫-ଟି ସଚିବ ଭି.କେ ପାଣ୍ଡିଆନ ଝାରସୁଗୁଡା ଗସ୍ତ କରିବେ। କୋଭିଡ଼-୧୯ ସ୍ଥିତିକୁ ନେଇ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟରେ କରିବେ ସମୀକ୍ଷା । ଆଜି ସକାଳ ୯ଟା ୨୦ ମିନିଟରେ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ହେଲିକ୍ୟାପ୍ଟରରେ ଝାରସୁଗୁଡାରେ ପହଞ୍ଚି ଜିଲ୍ଲାପାଳଙ୍କ ଅଫିସରେ ଉଚ୍ଚସ୍ତରୀୟ ଅଧିକାରୀଙ୍କ ସହ ଜିଲ୍ଲାର କରୋନା ସ୍ଥିତିର ସମୀକ୍ଷା କରି ପୁଣି ସୁନ୍ଦରଗଡ ଗସ୍ତ କରିବେ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons