ରାସନ ପାଇଁ ଠେଲାପେଲା, ଭୁଲିଗଲେ ସାମାଜିକ ଦୂରତା ନିୟମ

Get real time updates directly on you device, subscribe now.

ବ୍ରହ୍ମପୁର: ବ୍ରହ୍ମପୁରରେ ଲକଡାଉନ୍ ସମୟରେ ଲୋକଙ୍କ ଗହଳ ଚହଳ।ରାସନ୍ ନେବା ପାଇଁ ଲୋକଙ୍କ ଭିଡ ଦେଖିବାକୁ ମିଳିଛି ।ଏଠାରେ ସାମାଜିକ ଦୂରତ୍ବ ରକ୍ଷା କରିବାରେ ବିଫଳ ହୋଇଛନ୍ତି ।
ସାମାଜିକ ଦୂରତ୍ବର ଉଲଂଘ୍ନ କରିଥିବା ଦୃଶ୍ୟ ଦେଖିବାକୁ ମିଳିଛି। ସାଧାରଣ ରେସନ୍ ନେବାକୁ ଲୋକଙ୍କ ଏଭଳି ଗହଳ ଚହଳ ଦେଖିବାକୁ ମିଳିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons