ଭୁବନେଶ୍ୱର,(ବି.ବି.ବୁ୍ୟରୋ): ବୁଧବାରଠାରୁ କଟକ-ଭୁବନେଶ୍ୱର ମଧ୍ୟରେ ବସ୍ ଚାଲିବ । ତେବେ ସରକାରୀ ଚାକିରିଆଙ୍କ ସୁବିଧା ପାଇଁ କେବଳ ଗୋଟିଏ ବସ୍ ଚାଲିବ । ରାଜ୍ୟ ସଡ଼କ ପରିବହନ କର୍ତ୍ତୃପକ୍ଷ ଏହି ବସ୍ ଚଳାଇବେ । ବସ୍ଟି ଅଫିସ୍ ଟାଇମ୍ରେ ଯା’ଆସ କରିବ । ଭଡ଼ା ୩୦ ଟଙ୍କା ରଖାଯାଇଛି । ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଏହି ସୂଚନା ଦେଇଛନ୍ତି ।


Comments are closed, but trackbacks and pingbacks are open.