ବାତ୍ୟାର ତାଣ୍ଡବ: ଘର ଉପରେ ପଡିଲା ୩ ଗଛ,୩ ଗୁରୁତର

Get real time updates directly on you device, subscribe now.

ସୋର,(ବି.ବି.ନୁ୍ୟଜ୍): ବାତ୍ୟା ଅମ୍ଫାନ୍ ପ୍ରଭାବରେ ଉପକୂଳବର୍ତ୍ତୀ ବିଭିନ୍ନ ଜିଲ୍ଲାରେ ବର୍ଷା ଓ ପବନ ଲାଗି ରହିଛି । ଜୋରରେ ପବନ ବହିବା ଯୋଗୁ ବାଲେଶ୍ୱରର ସୋର ପୌରପାଳିକାର ପଠାଣ ମହଲାରେ ଗୋଟିଏ ଘର ଉପରେ ତିନିଟି ଗଛ ପଡିଯାଇଛି । ଏଥିରେ ସେହି ପରିବାରର ୩ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons