ମାଲକାନାଗିରି,(ସତ୍ୟ ପ୍ରକାଶ ସାମଲ): ମାଲକାନଗିରି ଜିଲ୍ଲା ଭେଜା ଗୁଡ଼ା ପଞ୍ଚାୟତର ଯୁବକ ଲକ୍ଷ୍ମନ ଧର୍ମା ବୟସ ୪୦ ଗାଧୋଇବାକୁ ଯାଇ ପ୍ରାଣ ହରାଇଛନ୍ତି ।

ଗତତକାଲି ସେ ତାଙ୍କର ଶ୍ୱଶୁର ଘର ଗ୍ରାମ ସଲମିକୁ ଯାଇଥିଲେ । ଆଜି (ଶୁକ୍ରବାର) ସକାଳେ ସେ ସଲମି ନଦୀକୁ ଗାଧୋଇ ଯାଇଥିଲେ । ଗାଧୋଇବା ବେଳେ ଗୋଡ଼ ଖସି ଯିବାରୁ ନଦୀରେ ବୁଡି ଯିବାରୁ ତାଙ୍କର ମୃତୁ୍ୟ ଘଟିଛି ।
Comments are closed, but trackbacks and pingbacks are open.