ସରିଲା ବିବାହ: କାଲି ଦେବ ଦମ୍ପତ୍ତିଙ୍କ ଯୁଗଳ ଦର୍ଶନ

Get real time updates directly on you device, subscribe now.

ସମ୍ବଲପୁର, (ବି.ବି.ନୁ୍ୟଜ୍): ଗତକାଲି ବିଳମ୍ବିତ ରାତିରେ ସମ୍ବଲପୁରରେ ଦେବ ଦମ୍ପତ୍ତିଙ୍କ ବିବାହ ସମ୍ପନ୍ନ ହୋଇଛି । ଦେବ ଦେବ ମହାଦେବଙ୍କ ହାତ ଧରିଛନ୍ତି ଦେବୀ ପାର୍ବତୀ । ଏଥିପାଇଁ ଚଳଚଞ୍ଚଳ ହୋଇ ପହିଥିଲା ସମ୍ବଲପୁର । ତେବେ ଲକ୍ଡାଉନ୍ ପାଇଁ ଏଥର ସମ୍ପୂର୍ଣ୍ଣ ନିରାଡମ୍ବର ଭାବରେ ଦେବ ଦମ୍ପତ୍ତିଙ୍କ ବିବାହ ଉତ୍ସବ ସମ୍ପନ୍ନ ହୋଇଥିଲା । ପ୍ରତି ବର୍ଷ ଏହି ପର୍ବ ସମ୍ବଲପୁରର ବିଭିନ୍ନ ପଡ଼ାରେ ବହୁ ଆଡମ୍ବରରେ ପାଳନ ହେଉଥିବା ବେଳେ ଏଥର କରୋନା କଟକଣା ଯୋଗୁ କେବଳ ବିଧି ମୁତାବକ ରୀତିନୀତି ହେଉଛି । ଆସନ୍ତାକାଲି ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଦେବଦମ୍ପତ୍ତି ଯୁଗଳ ଦର୍ଶନ ଦେବେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons