ସୋମବାରଠୁ ସ୍କୁଲରେ ନାମଲେଖା ଆରମ୍ଭ : ମନ୍ତ୍ରୀ ସମୀର ଦାଶ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ନୁ୍ୟଜ୍): ଗତ ବର୍ଷ ଯେଉଁ ସବୁ ସ୍କୁଲରେ ଆଡମିଶନ ହୋଇଥିଲା, ଚଳିତ ବର୍ଷ ବି ସେହି ସବୁ ସ୍କୁଲରେ ଆଡମିଶନ କରାଯିବ । ଆସନ୍ତା ସୋମବାରଠାରୁ ଜୁଲାଇ ୧୫ ଯାଏ ଏହି ନାମଲେଖା ପ୍ରକ୍ରିୟା ଚାଲିବ । ରାଜ୍ୟରେ କୌଣସି ବି ସ୍କୁଲ ବନ୍ଦ ହେବନି ବୋଲି ଆଜି (ଶନିବାର) ମନ୍ତ୍ରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସକୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।୨୦ ରୁ କମ୍ ଉପସ୍ଥାନ ଥିବା ସ୍କୁଲକୁ ନିକଟତର ସ୍କୁଲ ସହ ମିଶାଇବା ସହ ଏଗୁଡିକୁ ବନ୍ଦ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତି ଏବେ କାର୍ଯ୍ୟକାରୀ ହେବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ବିଭାଗୀୟ ମନ୍ତ୍ରୀ । ଅପରପକ୍ଷେ ୧୦ରୁ କମ୍ ଉପସ୍ଥାପନ ଥିବା ସ୍କୁଲକୁ ଗତ ର୍ବେ ବନ୍ଦ କରିଥିଲା ବିଭାଗ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons