ଅନୁଗୁଳ, (ବି.ବି.ନୁ୍ୟଜ୍): ଅନୁଗୋଳ ଜିଲ୍ଲା ୫୫ ନମ୍ବର ଜାତୀୟ ରାଜପଥରେ ଲାଗିଲା ପାଇଖାନା ସଙ୍କେତ! ଏ ହେଉଛି ସମ୍ବଳପୁରରୁ ଭୁବନେଶ୍ୱର ଯିବାକୁ ମଖ୍ୟ ରାସ୍ତା । ଏବାଟ ଦେଇ ନେତାମନ୍ତ୍ରୀ ଯିବା ଆସିବା କରୁଛନ୍ତି, କିନ୍ତୁ ଏଥିପ୍ରତି ଦୃ୍େଟି କାହାର ପଡ଼ୁନାହିଁ । ଖୋଦ୍ ଉପବାଚସ୍ପତି ରଜନୀକାନ୍ତ ସିଂହଙ୍କ ନିଜ ଜିଲ୍ଲା ଓ ନିଜ ନିର୍ବାଚନ ମଣ୍ଡଳୀର ଦୃଶ୍ୟ । ନାଲକୋ ଏଚ.ଡି.ଏଫ୍ ବ୍ୟାଙ୍କ ପାଖରେ ଦେଖିବାକୁ ମିଳିଛି ପାଇଖାନା ସଙ୍କେତ ଜନସାଧାରର ଅଭିନୟ ଉପାୟରେ ଜିଲ୍ଲା ପ୍ରଶାସନ ସ ରାଜ୍ୟ ସରକାର, କେନ୍ଦ୍ର ସରକାରଙ୍କୁ ପାଇଖାନା ସଙ୍କେତ ଦେଇ ରାସ୍ତାକୁ ନବୀକରଣ କରିବାକୁ ସାଧାରଣରେ ଦାବି ଜଣାଉଛନ୍ତି ।
Comments are closed, but trackbacks and pingbacks are open.