ଭଦ୍ରକ: ବୈତରଣୀରେ ଭାସିଗଲେ ୨ ଯୁବକ। ବର୍ତ୍ତମାନ ଉଦ୍ଧାର କାର୍ୟ୍ୟ ଓଡ୍ରାଫ ଟିମ୍ ଜାରି ରଖିଛି। ବୟାଙ୍ଗଡିହି ଆମ୍ବିଳି ଗାଁରେ ଏଭଳି ଅଭବାନୀୟ ଘଟଣା ଘଟିଛି। ନଦୀରେ ପ୍ରଖର ସ୍ରୋତରେ ୨ ଯୁବକ ଭାସି ଯାଇଥିବା ସୂଚନା ମିଳିଛି। ବର୍ତ୍ତମାନ ସୁଦ୍ଧା ସେମାନଙ୍କ ସନ୍ଧାନ ମିଳି ନାହିଁ। ସ୍ଥାନୀୟ ଲୋକେ ଏବଂ ଓଡ୍ରାଫ ଟିମ୍ ଉଦ୍ଧାର କାର୍ୟ୍ୟ ଜାରି ରଖିଛନ୍ତି।
Comments are closed, but trackbacks and pingbacks are open.