ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ କରୋନା ପଜିଟିଭ୍

Get real time updates directly on you device, subscribe now.

ନବରଙ୍ଗପୁର : ଦିନକୁ ଦିନ ସାଙ୍ଗାତିକ ଭାବେ ବଢିଚାଲିଛି କରୋନା ଭାଇରସ । ସାଧାରଣ ଲୋକ ପରେ ଏବେ ନେତା ମନ୍ତ୍ରୀ ମଧ୍ୟ କରୋନା ସଂକ୍ରମିତ ହେଉଛନ୍ତି । ଏହିପ୍ରରିପେକ୍ଷୀରେ ଆଜି ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ କରୋନା ପଜିଟିଭ୍ । ଟୁଇଟ ଜରିଆ ଏହି ସୂଚନା ମିଳିଛି । ନିକଟରେ ତାଙ୍କ ସହ ମିଶିଥିବା ସମସ୍ତ ବ୍ୟକ୍ତିଙ୍କୁ ସଂଗରୋଧରେ ରହିବାକୁ ପରାମର୍ଶ ଦେଇଛନ୍ତି । ଏଥିସହ ସେମାନଙ୍କୁ କରୋନା ପରୀକ୍ଷା କରିବାକୁ ଅନୁରୋଧ କରିଛନ୍ତି ।ଏହାପୂର୍ବରୁ ମନ୍ତ୍ରୀ ପଦ୍ମିନୀ ଦିଆନଙ୍କୁ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ତାଙ୍କ ପୂର୍ବରୁ ମନ୍ତ୍ରୀ ସୁଶାନ୍ତ ସିଂହ ମଧ୍ୟ କରୋନା ଆକ୍ରାନ୍ତ ହୋଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons