ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ କରୋନା ପଜିଟିଭ

Get real time updates directly on you device, subscribe now.

ଭୁବନେଶ୍ୱର: ରାଜ୍ୟ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଟୁକୁନୀ ସାହୁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ଜ୍ଝ କାରଣରେ ଆକ୍ରାନ୍ତ ହେବା ନେଇ ସେ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି ଜ୍ଝ କରୋନାରେ ଆକ୍ରାନ୍ତ ହେବା ପରେ ସେ ହୋମ୍ ଆଇସୋଲେସନ୍ ଥିବା ଟ୍ବିଟ୍‌ କରି ସୂଚନା ଦେଇଛନ୍ତି ଜ୍ଝ ତାଙ୍କ ସମ୍ପର୍କରେ ଆସିଥିବା ବ୍ୟକ୍ତିମାନଙ୍କୁ କରୋନା ଯାଞ୍ଚ କରିବାକୁ ସେ ପରାମର୍ଶ ଦେଇଛନ୍ତି ଜ୍ଝସୂଚନା ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ରାଜ୍ୟର ୪ ମନ୍ତ୍ରୀ, ଜଣେ କେନ୍ଦ୍ର ମନ୍ତ୍ରୀ, ୩ ସାଂସଦ ଓ ପ୍ରାୟ ୧୬ଜଣ ବିଧାୟକ କରୋନା ସଂକ୍ରମଣର ଶିକାର ହୋଇଛନ୍ତି ଜ୍ଝ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅରୁଣ ସାହୁ, ସୁଶାନ୍ତ ସିଂ, ପଦ୍ମିନୀ ଦିଆନ, ସାଂସଦ ସୁରେଶ ପୂଜାରୀ, ମଞ୍ଜୁଲତା ମଣ୍ଡଳ, ରମେଶ ମାଝି, ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, ଦେବୀ ପ୍ରସାଦ ମିଶ୍ର, ସୁଶାନ୍ତ ରାଉତ, ଅନନ୍ତ ନାରାୟଣ ଜେନା, ଭାଗିରଥୀ ସେଠୀ, ପ୍ରତୀମ ପାଢ଼ି, ବ୍ୟୋମକେଶ ରାୟ, ବିଷ୍ଣୁବ୍ରତ ରାଉତରାୟ, ବିକ୍ରମ ପଣ୍ଡା, ସଞ୍ଜୀବ ମଲ୍ଲିକ, ସୁନନ୍ଦା ଦାସ, ଶ୍ରୀକାନ୍ତ ସାହୁ, ସୁଧାଂଶୁ ଶେଖର ପରିଡ଼ା, ପ୍ରଶାନ୍ତ ମୁଦୁଲି, ସୁକାନ୍ତ ନାୟକ ପ୍ରମୁଖ କରୋନା ସଂକ୍ରମଣର ଶିକାର ହୋଇସାରିଛନ୍ତି ଜ୍ଝ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons