ଚୋରା ଚାଲାଣ ବେଳେ ୧୪୦ ବସ୍ତା ଭାଙ୍ଗ ଜବତ

Get real time updates directly on you device, subscribe now.

ମୁନିଗୁଡା : ବିପୁଳ ପରିମାଣର ଭାଙ୍ଗ ଜବତ ସହ ୩ ଜଣ ଗିରଫ ହୋଇଛନ୍ତି । ଚୋରା ଚାଲାଣ ବେଳେ ରାୟଗଡା ଜିଲ୍ଲା ବିଷମକଟକ ପୋଲିସ ଏକ ମିନି ଟ୍ରକ୍ ରୁ ୧୪୦ ବସ୍ତା ଭାଙ୍ଗ ଜବତ କରିଛି । ଜବତ ଭାଙ୍ଗର ମୂଲ୍ୟ ପ୍ରାୟ ୯ ଲକ୍ଷ ଟଙ୍କା ହେବ । ଏହି ଘଟଣାରେ ପୋଲିସ ଏସ୍ ଭେଙ୍କେଟରାଓ, ଏମ ପ୍ରସାଦ ଓ ବିନୟ କୁମାର ଅଗ୍ରଓ୍ବାଲଙ୍କୁ ଗିରଫ କରିବା ସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।
ଗତ ଜୁଲାଇ ୨୧ ତାରିଖରେ ମଧ୍ୟ ବିଷକକଟକ ପୋଲିସ ୮୦ ବସ୍ତା ଭାଙ୍ଗ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons