ଜୁଆ ଆଡ୍ଡାରେ ଚଢାଉ, ୪ ଜୁଆଡିଙ୍କୁ ଧରିଲା ପୋଲିସ

Get real time updates directly on you device, subscribe now.

ଜୟପୁର : ଜୁଆ ଆଡ୍ଡା ଉପରେ ଜୟପୁର ଟାଉନ ପୋଲିସର ଚଢାଉ। ନଗଦ ୨୬,୧୨୦ ଟଙ୍କା ସହ ୩ଟି ମଟର ସାଇକେଲ, ୨ଟି ମୋବାଇଲ ଓ ୨ ସେଟ୍ ତାସ୍ ଜବତ କରିଛି ଜୟପୁର ଟାଉନ ପୋଲିସ । ଏହି ମାମଲାରେ ୪ ଜୁଆଡିଙ୍କ ନାଁରେ ମାମଲା ରୁଜୁ ହୋଇଛି ।
ଦୁଇ ଦିନ ତଳେ ପାରାବେଡାର ମଧ୍ୟ ଏକ ଜୁଆ ଆଡ୍ଡା ଉପରେ ଟାଉନ ପୋଲିସ ଚଢାଉ କରି ଜୁଆଡିଙ୍କୁ କାବୁ କରିଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons