ମୁଖ୍ୟମନ୍ତ୍ରୀଙ୍କ ୫ ପ୍ରକଳ୍ପକୁ ଅନୁମୋଦନ

Get real time updates directly on you device, subscribe now.

ଭୁବନେଶ୍ୱର: ୯୨ ହଜାର ୭୧୩ କୋଟିର ୫ଟି ମେଗା ପ୍ରକଳ୍ପକୁ ଅନୁମୋଦନ କରାଯାଇଛି। ରାଜ୍ୟ ଶିଳ୍ପନୀତିରେ ଏହା ସବୁଠୁ ବଡ ପୁଞ୍ଜି ନିବେଶ। ୫ଟି ମେଗା ପ୍ରକଳ୍ପକୁ HLCA ର ମଞ୍ଜୁରୀ ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହାକୁ ମଞ୍ଜୁରୀ ମିଳିଛି। ଏଥିରେ ୩୧ ହଜାର ୯୭୯ ଜଣଙ୍କୁ ନିଯୁକ୍ତି ପାଇଁ ସୁଯୋଗ ମିଳିବ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons