ଭାରତର ଏଭଳି ପ୍ରଦର୍ଶନରେ ମୁଁ ବହୁତ ଖୁସି । ସମ୍ପୂଣ୍ଣ ର୍ ଚାମ୍ପିଅନ୍ସିପ୍ରେ ଦଳୀୟ ଖେଳାଳି ପ୍ରଭାବ ବିସ୍ତାର କରି ରହିଲେ । ଚାପମୁକ୍ତ ହୋଇ ପ୍ରତିପକ୍ଷକୁ ଯେଉଁଭଳି ଟକ୍କର ଦେଲେ ତାହା ନିଶ୍ଚିତ ଭାବେ ପ୍ରଂଶସାଯୋଗ୍ୟ । ଖେଳାଳିଙ୍କ ପ୍ରଦର୍ଶନ ଏବଂ ସ୍ୱଣ୍ଣ ର୍ ପଦକ ଜିତିବା ଦର୍ଶାଉଛି ଯେ, ଭାରତ ଟିଟିରେ କେତେ ଉଦ୍ଧ୍ୱର୍କୁ ଯାଉଛି । ଏଥିପାଇଁ ଭାରତୀୟ ଟେବୁଲ୍ ଟେନିସ୍ ସଂଘକୁ ଧନ୍ୟବାଦ ଜଣାଇବାକୁ ଚାହିବି । ଯେଉଁ ଢ଼ଙ୍ଗରେ ସଂଘ ତରଫରୁ ଦଳୀୟ ଖେଳାଳିଙ୍କୁ ପ୍ରୋତ୍ସ ।ହନ ମିଳିଛି ସେ ନେଇ ଯେତେ ଧନ୍ୟବାଦ ଦେଲେ କମ୍ ହେବ । ପୁରୁଷ ଦଳ ଯଦିଓ ସେମିଫାଇନାଲ ଏବଂ ଫାଇନାଲରେ କଡ଼ା ମୁକାବିଲାର ସାମ୍ନା କରିଥିଲେ କିନ୍ତୁ ପରିସ୍ଥିତି ସହ ମୁକାବିଲା କରି ବିଜୟ ହେବା ଖେଳାଳି ମାନଙ୍କର ଦକ୍ଷତାର ପରିଚୟ ଦେଉଛି ।


Comments are closed, but trackbacks and pingbacks are open.