ହିମାଂଶୁ ଲାଲ୍ ପୂର୍ବାଞ୍ଚଳ ଓ ନରସିଂହ କେନ୍ଦ୍ରାଞ୍ଚଳ ଆଇଜି

Get real time updates directly on you device, subscribe now.

ଭୁବନେଶ୍ୱର: ଆଜି ଆଇପିଏସ୍ ସ୍ତରରେ ଅଦଳ ବଦଳ ହୋଇଛି । ପୂର୍ବାଞ୍ଚଳ ପୁଲିସ୍ ଆଇଜି ଦୀପ୍ତେଶ ପଟ୍ଟନାୟକଙ୍କୁ ଜେଲ୍ ବିଭାଗର ଆଇଜି ଭାବେ ଅବସ୍ଥାପିତ କରାଯାଇଛି । ୨୦୦୩ ବ୍ୟାଚ୍ ଆଇପିଏସ୍ ହିମାଂଶୁ ଲାଲ ହୋଇଛନ୍ତି ପୂର୍ବାଞ୍ଚଳ ରେଞ୍ଜ ଆଇଜି । ସେହିଭଳି ସମ୍ୱଲପୁର ରେଞ୍ଜ ଆଇଜି ଥିବା ୨୦୦୨ ବ୍ୟାଚ୍ ନରସିଂହ ଭୋଳଙ୍କୁ କେନ୍ଦ୍ରାଞ୍ଚଳ ଆଇଜି ଭାବେ ବଦଳି କରାଯାଇଛି । ଅନ୍ୟ ପକ୍ଷରେ କମିଶନରେଟ୍ ପୁଲିସ୍ର ଡିସିପି ହେଡ୍ କ୍ୱାର୍ଟର୍ସ ଥିବା ରାଜ କିଶୋର ପାଇକରାୟଙ୍କୁ ଦେବଗଡ଼ ଏସ୍ପି ଓ ଅତିରିକ୍ତ ଡିସିପି ଡି.ପି. ତ୍ରିପାଠୀଙ୍କୁ କଟକ ଏସ୍ଆରପିକୁ ବଦଳି ହୋଇଛି ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons