ଭୁବନେଶ୍ୱର,(ବି.ବି.ବ୍ୟୁରୋ): ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଅବସରରେ ମୀନା ଫୁଡ୍ସ ଭକ୍ତମାନଙ୍କୁ ମାଗଣାରେ ଖାଦ୍ୟ ପ୍ରଦାନ ସହ ଅନ୍ୟାନ୍ୟ କ୍ଷେତ୍ରରେ ନିରବଚ୍ଛିନ୍ନ ସହଯୋଗ ଓ ସେବା ଯୋଗାଇଥିଲା । ଏହି ସେବା କାର୍ଯ୍ୟ ପାଇଁ ପୁରୀ ଜିଲ୍ଲା ପ୍ରଶାସନ ମୀନା ଫୁଡ୍ସର ପରିଚାଳନା ନିର୍ଦ୍ଦେଶକ ନାରାୟଣ ପାତ୍ରଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି । ରଥଯାତ୍ରା ବେଳେ ମୀନା ଫୁଡ୍ସର ଅକୁଣ୍ଠ ସହଯୋଗ ଓ ଭକ୍ତଙ୍କ ପ୍ରତି ସେବା ମନୋଭାବ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।
Comments are closed, but trackbacks and pingbacks are open.