ଯୁବକଙ୍କୁ ପ୍ରାଣାନ୍ତକ ଆକ୍ରମଣ

Get real time updates directly on you device, subscribe now.

ବଅଁରପାଳ,(ବି.ବି.ନୁ୍ୟଜ): ମୋଟଙ୍ଗା ଥାନା ଅନ୍ତର୍ଗତ ଖଡ଼ଗପ୍ରସାଦ ମଙ୍ଗଳା ଛକ ପାଟଣାସାହିର ଯୁବକ ଜିତ୍ରଞ୍ଜନ ସାହୁ(୨୯)ଙ୍କୁ ଆଜି ଅପରାହ୍ନରେ ପ୍ରାଣାନ୍ତକ ଆକ୍ରମଣ ହୋଇଛି । ଆଜି ଅପରାହ୍ନରେ ସେହି ଗାଁର ସୁମିତ୍ ବେହେରା ଓ ପ୍ରକାଶ ବେହେରା ପୂର୍ବ ଶତ୍ରୁତା ନେଇ ତାଙ୍କୁ ଏକ କ୍ଷୁରରେ ଆକ୍ରମଣ କରିଛନ୍ତି । ଜିତ୍ଙ୍କ ବେକରେ ଗଭୀର ଆଘାତ ଲାଗିଥିବା ବେଳେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ବଅଁରପାଳ ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons