ଶୁକ୍ରବାର ଦିନଟି ଆପଣଙ୍କର କେମିତି କଟିବ

Get real time updates directly on you device, subscribe now.

ମେଷ– ଶିଳ୍ପ ,ବାଣିଜ୍ୟ ଓ ପରିବହନ ସକାଶେ ଦିନଟି ବହୁତ ଭଲ । ବନ୍ଧୁସମ୍ପର୍କରେ ଉନ୍ନତି ଘଟିବ ଏବଂ ଫଳପ୍ରଦ ଆଲୋଚନା ହୋଇପାରେ ।
ବୃଷ– ସୁଖ-ସମ୍ମାନ ଲାଭକରିପାରନ୍ତି । କୁଳ ଉଜ୍ଜ୍ୱଳକାରୀ ହେବେ । ମନ ପ୍ରସନ୍ନ ରହିବ । ସୁସ୍ଥ ଓ ନିରାମୟ ରହିବେ । ଦୟାଳୁ ସ୍ୱଭାବର ହୋଇପାରନ୍ତି ।
ମିଥୁନ – ନିଜର ଅଧିକାର ପ୍ରତିସଚେତନ ହେବାକୁ ପଡିବ । ଆମୋଦ-ପ୍ରମୋଦରେ ନିଜକୁ ହଜାଇ ଦେଇପାରନ୍ତି । ବ୍ୟବସାୟ ଲାଭଜନକ ହେବ । ସମାଜ ସେବୀ ହୋଇପାରନ୍ତି ।
କର୍କଟ– ଆପଣଙ୍କ ଚେଷ୍ଟା କଦାପି ନିଷ୍ଫଳ ହେବ ନାହିଁ । ନିର୍ମାଣାଧୀନ କାମ ଓ ଅନୁଷ୍ଠାନିକ କାମରେ କେତେକ ବ୍ୟତିକ୍ରମ ସୃଷ୍ଟି ହେବାର ସୂଚନା ରହିଛି ।
ସିଂହ – ବକେୟା ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ କାମକୁ ଆସିବ । ପ୍ରତ୍ୟେକ କ୍ଷେତ୍ରରେ ଯୁକ୍ତିଯୁକ୍ତ କଥା କହି ପରିସ୍ଥିତିକୁ ସୁଧାରି ନେବେ ।
କନ୍ୟା– ମନରେ ଅହଂଭାବଜାତ ହୋଇପାରେ । ଚକ୍ଷୁପୀଡା ଅନୁଭବ କରିପାରନ୍ତି । ଭାଇମାନଙ୍କ ଉପରେ ସ୍ନେହଭାବ ରହିବ । ସୁସ୍ଥ ଓ ନିରାମୟ ରହିବେ ।
ତୁଳା– ସହାୟତା ମିଳିବ । ସହଜ-ସୁଲଭ ହେବ । ସେବା କ୍ଷେତ୍ରରେ ଅବତୀର୍ଣ୍ଣ ହୋଇପାରନ୍ତି । ଭାଗ୍ୟଶାଳୀ ହେବେ । ଭୋଗ-ବିଳାସରେସମୟ ଅତିବାହିତକରିପାରନ୍ତି ।
ବିଛା– କୌଣସି ପରିସ୍ଥିତିରେ ଧୈର୍ୟ୍ୟହରା ହେବେ ନାହିଁ । ମନରେଜାତ ଉଦ୍‌ବେଗକୁ ଚାପି ରଖିବାକୁ ପଡିବ । ଆକସ୍ମିକ ଧନଲାଭର ସୂଚନା ମିଳୁଛି । ବ୍ୟବସାୟରୁ ପ୍ରଚୁର ଧନଭାବହେବ ।
ଧନୁ –ସ୍ଥିର ସ୍ୱଭାବ ଯୋଗୁଁ କଳହରେ ଜଡିତ ନ ହୋଇ ପାରନ୍ତି । ଉଦାର ପ୍ରକୃତିର ହେବେ । ଦାନ-ଧର୍ମକୁଶ୍ରେଷ୍ଠ ଧର୍ମ ଭାବେ ବିବେଚିତ କରିବେ । ସୁଖୀ ଓ ଶୋଭନ ବ୍ୟକ୍ତିତ୍ୱର ନିଦର୍ଶନ ହୋଇପାରନ୍ତି ।
ମକର– ଦେବୀ ଦର୍ଶନ କରି ସୁଖୀ ହେବେ । କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି । ମନ ପ୍ରସନ୍ନ ରହିବ । ଥଣ୍ଡା କଫ ଜନିତ ସମସ୍ୟା ଦୂରହେବ । ସାନ ଭାଇଙ୍କଠାରୁ ଆଦର ମିଳିବ ।
କୁମ୍ଭ -ଦେବୀ ଦର୍ଶନର ସୌଭାଗ୍ୟ ଅଛି । ଆଳସ୍ୟ ଅନୁଭବକରିବେ । ଭାଗ୍ୟଶାଳୀ ହୋଇପାରନ୍ତି । ଶୋଭନ ବ୍ୟକ୍ତିତ୍ୱ ସମ୍ପନ୍ନ ହେବେ । ଧନାଗମ ହେବ ।
ମୀନ – ଶୁକ୍ର ଗ୍ରହଙ୍କ ଆର୍ଶୀବାଦରୁ ସୌଭାଗ୍ୟ ବୃଦ୍ଧି ହେବ । ଶ୍ରୀଚନ୍ଦ୍ରଭୋଗ ହେଉଥିବାରୁ ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ । ଐଶ୍ୱର୍ୟ୍ୟ ଯୁକ୍ତ ହୋଇପାରନ୍ତି । ସୈନିକମାନଙ୍କ ମନୋବଳ ବୃଦ୍ଧି ହେବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons