‘ମିଷ୍ଟର୍ ରୋମିଓ’

Get real time updates directly on you device, subscribe now.

ଜୀସାର୍ଥକ ପାଇଁ ପ୍ରସ୍ତୁତ ହେଉଛି ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ମିଷ୍ଟର୍ ରୋମିଓ’ । ବରିÂ ଅଭିନେତା ପ୍ରଦୁ୍ୟମ୍ନ ଲେଙ୍କାଙ୍କ ପ୍ରଯୋଜନାରେ ନିର୍ମିତ ହେଉଥିବା ଏହି ଚଳଚ୍ଚିତ୍ର ହାସ୍ୟରସକୁ ନେଇ ସମୃଦ୍ଧ ହୋଇଛି । ଏଥିରେ ମୁଖ୍ୟ ଭୂମିକାରେ ଦୀପକ, ଲିପିକା ଓ ହରିହର ମହାପାତ୍ର ପ୍ରମୁଖ ଅଭିନୟ କରୁଛନ୍ତି । କଟକରେ ସୁଟିଂ ଆରମ୍ଭ ହୋଇଥିବା ଏହି ଚିତ୍ରର ସ୍ୱର ସଂଯୋଜନା କରିଛନ୍ତି ପ୍ରେମ୍ ଆନନ୍ଦ । ଏହାର ନିଦେ୍ର୍ଧଶନା ଅଶ୍ୱିନୀ ଗଡ଼ନାୟକ ଦେଉଥିଲା ବେଳେ ସଂଳାପ ଲେଖିଛନ୍ତି ଡ. ରଜନୀରଞ୍ଜନ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons