ପୁଟିନ୍ ସବୁବେଳେ ନିÂୁର: ଓବାମା

Get real time updates directly on you device, subscribe now.

ୱାଶିଂଟନ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ଙ୍କୁ ଆଜି ଜୋରଦାର ସମାଲୋଚନା କରିଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମା । ଏକ ସାକ୍ଷାତକାରରେ ସେ କହିଛନ୍ତି, ପୁଟିନ୍ ସବୁବେଳେ ନିÂୁର ଆଚରଣ କରିଥାନ୍ତି । ନିଜ ଲୋକ ହୁଅନ୍ତୁ ବା ଅନ୍ୟ ଦେଶର, ସେ କାହାରି ପ୍ରତି ଦୟା ଦେଖାନ୍ତି ନାହିଁ । ସବୁବେଳେ କ୍ରୂର ହୋଇଥାନ୍ତି । ଏଥିସହ ପୁଟିନ୍ କେବଳ ନିଜ ବିକୃତ ଉଦେ୍ଧଶ୍ୟ ସାଧନ ଉପରେ ଫୋକସ୍ କରିଥାନ୍ତି । ତାଙ୍କୁ ନେଇ ସବୁବେଳେ ଭୟ ଥିଲା । ୮ କିମ୍ବା ୧୦ ବର୍ଷ ପୂର୍ବେ ଯାହା ଆଶା କରାଯାଉ ନ ଥିଲା, ତାହା ଏବେ ଘଟୁଛି । କିନ୍ତୁ ସେତେବେଳେ ବି ପୁଟିନ୍ଙ୍କ ନିÂୁରତା ବାବଦରେ ସମସ୍ତଙ୍କୁ ଜଣା ଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons