ହେପାଟାଇଟିସ୍ ଦିବସ

Get real time updates directly on you device, subscribe now.

ହେପାଟାଇଟିସ୍ର ଭୟାବହତା ସଶ୍ଛର୍କରେ ବିଶ୍ୱବାସୀଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ପ୍ରତି ବର୍ଷ ଜୁଲାଇ ୨୮ରେ ପାଳିତ ହୁଏ ହେପାଟାଇଟିସ୍ ଦିବସ । ଏହା ଏକ ସଂକ୍ରାମକ ରୋଗ, ଯାହା ହେପାଟାଇଟିସ୍ ଏ, ବି, ସି, ଡି ଓ ଇ ନାମରେ ପରିଚିତ । ଏହି ରୋଗର ଚିହ୍ନଟ, ଚିକିତ୍ସ । ଓ ନିରାକରଣ ଉପରେ ଆଜିର ଦିନ ଗୁରୁତ୍ୱ ଦିଆଯାଏ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟ ଅନୁସାରେ, ବିଶ୍ୱରେ ପ୍ରାୟ ୫୦ କୋଟି ଲୋକ ହେପାଟାଇଟିସ୍ରେ ପୀଡ଼ିତ । ଏହାର ଚିକିତ୍ସ । ଅଭାବରୁ ପ୍ରତି ବର୍ଷ ପ୍ରାୟ ୧୪ ଲକ୍ଷ ଲୋକ ପ୍ରାଣ ହରାଉଛନ୍ତି । ଠିକ୍ ସମୟରେ ଏହି ରୋଗର ଚିକିତ୍ସ । ନହେଲେ, ଯକୃତ କର୍କଟ କିମ୍ବା ଯକୃତ ଅକାମି ହେବାର ଆଶଙ୍କା ରହିଛି । ହେପାଟାଇଟିସ୍ ବି’ ଟିକାକରଣକୁ ପ୍ରୋତ୍ସାହନ ଦେବାକୁ ଏହି ଦିବସ ବିଶେଷ ଗୁରୁତ୍ୱ ଦିଏ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons