ସୁଷମା ତାଙ୍କ ଜୀବନ କାଳରେ ୧୧ ଥର ନିର୍ବାଚନ ଲଢ଼ିଥିଲେ ଏବଂ ୧୦ ଥର ଜିତିଥିଲେ । ସେ ତିନି ଥର ବିଧାୟକ ଏବ ସାତ ଥର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ୨୦୧୪ରେ ସେ ଶେଷ ଥର ପାଇଁ ଲୋକସଭା ନିର୍ବାଚନ ଲଢ଼ିଥିଲେ ଏବଂ ମଧ୍ୟପ୍ରଦେଶର ବିଦିଶା ଆସନରୁ ୪,୦୦,୦୦୦ ଭୋଟ ବ୍ୟବଧାନରେ ବିଜୟ ଲାଭ କରିଥିଲେ ।

Comments are closed, but trackbacks and pingbacks are open.