ସୁଷମାଙ୍କ ଅକାଳ ବିୟୋଗରେ ମୁଁ ଗଭୀର ମର୍ମାହତ । ନବେ ଦଶକରୁ ତାଙ୍କୁ ମୁଁ ଭଲ ଭାବେ ଜାଣିଥିଲି । ଦଳଗତ ଆଦର୍ଶ ଭିନ୍ନ ହୋଇଥିଲେ ମଧ୍ୟ ସଂସଦରେ ଅନେକ ପ୍ରସଙ୍ଗରେ ଆମେ ଏକାଠି ସ୍ୱର ଉଠାଉ । ସେ ଜଣେ ଭଲ ମଣିଷ ଓ ଭଲ ରାଜନେତା ଥିଲେ । ସେଥିପାଇଁ ସବୁବେଳେ ସେ ମନେ ରହିବେ । ତାଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଉଛି ।
Comments are closed, but trackbacks and pingbacks are open.