କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଶୋକ

Get real time updates directly on you device, subscribe now.

ସୁଷମା ସ୍ୱରାଜଙ୍କ ବିୟୋଗ ଖବର ମୋତେ ଗଭୀର ଆଘାତ ଦେଇଛି । ସେ ଜଣେ ଅସାଧାରଣ ରାଜନେତା, ଉତ୍ତମ ବକ୍ତା ଓ ନିପୁଣ ସାଂସଦ ଥିଲେ । ଦଳମତ ନିର୍ବିଶେଷରେ ସେ ସମସ୍ତଙ୍କ ପ୍ରିୟ ଥିଲେ । ଏଭଳି ଦୁଃଖଦ ସମୟରେ ତାଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଉଛି । ତାଙ୍କ ଆତ୍ମାକୁ ଶାନ୍ତି ମିଳୁ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons