ଭୁବନେଶ୍ୱର,(ବି.ବି.ବ୍ୟୁରୋ): ଚଳିତ ରଜ ପର୍ବରେ ସପିଙ୍ଗ୍ ଅନୁଭୂତିକୁ ରୋମାଞ୍ଚପୂର୍ଣ୍ଣ କରିବା ଉଦ୍ଦେଶ୍ୟରେ ଦେଶର ବିଶ୍ୱସନୀୟ ଗହଣା ବ୍ରାଣ୍ଡ ‘ତନିସ୍କ’ ପକ୍ଷରୁ ସ୍ୱତନ୍ତ୍ର ରଜ କମ୍ବୋ ଅଫର୍ ଆରମ୍ଭ ହୋଇଛି । ଏହି ଅଫର୍ ଅଧୀନରେ ଗ୍ରାହକମାନେ ସୁନା ଗହଣା ଓ ହୀରା ଗହଣାର ଗଢ଼ାମୂଲ୍ୟ ଉପରେ ୨୫ଧ ପର୍ଯ୍ୟନ୍ତ ରିହାତି ପାଇପାରିବେ । ସେହିଭଳି ପୁରୁଣା ସୁନା ଗହଣା ବଦଳରେ ୧୦୦ଧ ବିନିମୟ ମୂଲ୍ୟ ପାଇବେ । ଓଡ଼ିଶାର ସମସ୍ତ ତନିସ୍କ ଷ୍ଟୋରରେ ଜୁନ୍ ୧୬ ଯାଏଁ ଏହି ଅଫର୍ ଚାଲିବ । ସୂଚନା ଥାଉକି, ଏବେ ତନିସ୍କରେ ସ୍ୱୟମ, ଉତ୍ସବ, ଲାବଣ୍ୟମ୍, ଗୁଲନାଜ, ପ୍ରିନ୍ ଓ ଅଭୀର ଭଳି ସଦ୍ୟତମ ଗହଣା ସମ୍ଭାର ଉପଲବ୍ଧ ଓ ଏଗୁଡ଼ିକର ମୂଲ୍ୟ ୧୦,୦୦୦ ଟଙ୍କାରୁ ଆରମ୍ଭ ।
Comments are closed, but trackbacks and pingbacks are open.