ଆସନ୍ତାକାଲି ବିଜେପୁର ପାଇଁ ନବୀନ ନିବାସରେ ବୈଠକ

Get real time updates directly on you device, subscribe now.

ଭୁବନେଶ୍ବର: ଆସନ୍ତାକାଲି ବିଜେପୁର ପାଇଁ ନବୀନ ନିବାସରେ ବୈଠକ ବସିବ। କମିଟି ତୃଣମୁଳ ସ୍ତରରୁ ବିଜେପୁରରୁ ଆସିଥିବା ରିପୋର୍ଟକୁ ସୁପ୍ରିମୋଙ୍କୁ ଦେବେ।
ବିଜେପୁର ପାଇଁ ଚୂଡାନ୍ତ ରଣନୀତି ବୈଠକରେ ଆଲୋଚନା ହେବ। ଦୁଇ ଦଳ ସହ ଲଢେଇ ଜୋରଦାର ହେବ। ବନ୍ଧୁତ୍ବପୂର୍ଣ ଲଢ଼େଇର ପ୍ରଶ୍ନ ଉଠିବ ନାହିଁ। ଦୁଇ ଦିନ ଭିତରେ ବିଜେଡି ବିଜେପୁର ପ୍ରାର୍ଥୀ ଘୋଷଣା କରିପାରେ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons