ରୋହିତ ପୂଜାରୀ ହେଲେ ବିଧାନସଭା ଉପ ମୁଖ୍ୟ ସଚେତକ

Get real time updates directly on you device, subscribe now.

ଭୁବନେଶ୍ବର : ବିଧାନସଭା ଉପ ମୁଖ୍ୟ ସଚେତକ ଭାବେ ରୋହିତ ପୂଜାରୀଙ୍କୁ ନିଯୁକ୍ତି ମିଳିଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରୋହିତ ପୂଜାରୀଙ୍କୁ ସରକାରୀ ଦଳ ଉପ ମୁଖ୍ୟ ସେଚେତକ ଭାବେ ନିଯୁକ୍ତି ଦେଇଛନ୍ତି । ପୂର୍ବରୁ ପ୍ରଣବ ବଳବନ୍ତରାୟ ଉପ ମୁଖ୍ୟ ସେଚେତକ ଥିଲେ । ତାଙ୍କ ସ୍ଥାନରେ ରୋହିତ ପୂଜାରୀଙ୍କୁ ନିଯୁକ୍ତି ମିଳିଛି । ରୋହିତ ପୂଜାରୀ ହେଉଛନ୍ତି ରେଢାଖୋଲର ବିଧାୟକ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons