ଇପିଏଫ୍ଓ ସଦସ୍ୟ ପାଇବେ ୮.୬୫% ସୁଧ

Get real time updates directly on you device, subscribe now.

ନୂଆଦିଲ୍ଲୀ:୨୦୧୮-୧୯ ପାଇଁ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ(ଇପିଏଫ୍ଓ) ସଦସ୍ୟମାନେ ସେମାନଙ୍କ ଜମା ଉପରେ ୮.୬୫% ସୁଧ ପାଇବେ । ଏ ନେଇ ଶ୍ରମ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ଏବେ ୬ କୋଟିରୁ ଊଦ୍ଧ୍ୱର୍ ଇପିଏଫ୍ଓ ସଦସ୍ୟଙ୍କ ଖାତାରେ ଏହି ସୁଧ ଚଢ଼ିବ ବୋଲି କେନ୍ଦ୍ର ଶ୍ରମ ମନ୍ତ୍ରୀ ସନ୍ତୋଷ ଗଙ୍ଗୱର ମଙ୍ଗଳବାର ପ୍ରକାଶ କରିଛନ୍ତି । ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଏହାକୁ ମଞ୍ଜୁରି ମିଳିଥିବା ସେ କହିଛନ୍ତି ।
ସୂଚନାଯୋଗ୍ୟ, ୨୦୧୭-୧୮ ପାଇଁ ଇପିଏଫ୍ ସୁଧ ହାର ୮.୫୫% ରହିଥିଲା । ୨୦୧୮-୧୯ ପାଇଁ ଏଥିରେ ୧୦ ବେସିସ୍ ପଏଣ୍ଟ ବୃଦ୍ଧି କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons