ରାଜ୍ୟର ଦୁଇ ବରିଷ୍ଠ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର ନିର୍ଦ୍ଦେଶ

Get real time updates directly on you device, subscribe now.

ଭୁବନେଶ୍ବର: ରାଜ୍ୟର ଦୁଇ ବରିଷ୍ଠ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଦୁଇ କର୍ମଚାରୀ ହେଲେ ବସନ୍ତ ବେହେରା ଓ ଦିଲୀପ ନାଗ । ଓଟିଇଏସ ଆରଟିଓ ହେଉଛନ୍ତି ଢେଙ୍କାନାଳର ବସନ୍ତ ବେହେରା । ଡେପୁଟି ଅବକାରୀ କମିଶନର ଅଛନ୍ତି ଦିଲୀପ ନାଗ । ଉଭୟଙ୍କ ବିରୋଧରେ ଥିଲା ସଙ୍ଗୀନ ଅଭିଯୋଗ । ଜନସାଧାରଣଙ୍କ ସ୍ବାର୍ଥ ଦୃଷ୍ଟିରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons