ବିଜେପୁର ଉପନିର୍ବାଚନ ପାଇଁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ପୋଲିସ ଡିଜି

Get real time updates directly on you device, subscribe now.

ବରଗଡ : ଆସନ୍ତା ୨୧ ତାରିଖରେ ବିଜେପୁର ଉପନିର୍ବାଚନ ଅନୁଷ୍ଠିତ ହେବ । ନିର୍ବାଚନ ପାଇଁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରୁଛନ୍ତି ପୋଲିସ ଡିଜି ବିଜୟ କୁମାର ଶର୍ମା । ବରଗଡ ଏସପିଙ୍କ କାର୍ୟ୍ୟାଳୟରେ ବସିଛି ସମୀକ୍ଷା ବୈଠକ ।
ଏହି ବୈଠକରେ ଦକ୍ଷିଣ ପଶ୍ଚିମାଞ୍ଚଳ ଆଇଜି ହିମାଂଶୁ ଲାଲ୍, ୬ଜଣ ଏସପି, ଏଡିଜି ଆଇନ ଶୃଙ୍ଖଳା, ଏଡିଜି ଇଣ୍ଟେଲିଜେନ୍ସ, ଆଇଜି ସ୍ପେଶାଲ ବ୍ରାଞ୍ଚ, ବିଏସଏଫ ଆଇଜି ଓ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଅଛନ୍ତି ।
ସେପଟେ ଉପନିର୍ବାଚନ ପାଇଁ ଆଜିଠାରୁ ଜୋର ଧରିବ ପ୍ରଚାର । ୩ ଦଳର ନେତାମାନେ ବିଜେପୁର ବ୍ୟାଟେଲ୍ ପାଇଁ ମଇଦାନକୁ ଓହ୍ଲାଇବେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons