ପୁରୀରେ ଏନ୍କାଉଣ୍ଟର୍ :ଟିକି ଓ ବିଶୁ ଘାଇଲା biswabijayee Sep 10, 2019 ଅପରାଧ ପୁରୀ,(ବି.ବି.ନୁ୍ୟଜ୍): ମାତ୍ର ୧୫ ଦିନ ଅନ୍ତରରେ ପୁଣି ଗର୍ଜିଲା ପୁଲିସ ବନ୍ଧୁକ । ଫୁଟିଲା ଗୁଳି । ଏଥର ହେଲା ଡବଲ ଏନ୍କାଉଣ୍ଟର୍ ।!-->…
ଶ୍ରୀମନ୍ଦିର ସୁରକ୍ଷା ଜୋନ୍ :ମପା ହେଲା ମଙ୍ଗୁ ମଠ biswabijayee Sep 10, 2019 ଓଡ଼ିଶା ପୁରୀ,(ବି.ବି.ନୁ୍ୟଜ୍): ଶ୍ରୀମନ୍ଦିର ସୁରକ୍ଷା ଜୋନରେ ରହିଛି ଗୁରୁ ନାନକ ପନ୍ଥୀଙ୍କ ମଙ୍ଗୁମଠ । ଦୋଳମଣ୍ଡପ ସାହି ସିଂହଦ୍ୱାର ସାମ୍ନା!-->…
ନାବାଳିକା ଗଣବଳାକ୍ରାର ମାମଲା:୬ ଅଭିଯୁକ୍ତଙ୍କୁ ୨୦ ବର୍ଷ ଲେଖାଁଏ ଜେଲ୍ biswabijayee Sep 10, 2019 ଅପରାଧ କେନ୍ଦୁଝର, (ବି.ବି.ନୁ୍ୟଜ୍): କେନ୍ଦୁଝର ଜିଲ୍ଲା ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ତଥା ସ୍ୱତନ୍ତ୍ର ଅଦାଲତର ବିଚାରପତି ଲୋକନାଥ ସାହୁ!-->…
ମାନିଲେ ପାକ୍ ବିଦେଶ ମନ୍ତ୍ରୀ:ଜମ୍ମୁ-କାଶ୍ମୀର ଭାରତର biswabijayee Sep 10, 2019 ଦେଶବିଦେଶ ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀର ଭାରତର ରାଜ୍ୟ ବୋଲି ପାକିସ୍ତାନ ବିଦେଶ ମନ୍ତ୍ରୀ ଶାହ ମେହମ୍ମୁଦ କୁ୍ୟରେସୀ ଆଜି ସ୍ୱୀକାର କରିଛନ୍ତି ।!-->…
ଏରସମା ନାବାଳିକା ବଳାକ୍ରାର ଓ ହତ୍ୟା ମାମଲା: ଜଗତସିଂହପୁର ଜିଲ୍ଲାରେ ପ୍ରଥମ ମୃତୁ୍ୟଦଣ୍ଡାଦେଶ biswabijayee Sep 10, 2019 ଅନ୍ୟାନ୍ୟ ଜଗତସିଂହପୁର,(ବି.ବି.ନୁ୍ୟଜ୍): ଦେଢ଼ ବର୍ଷ ତଳେ ଏରସମା ଗଡ଼ହରିଶପୁରରେ ଘଟିଥିବା ଲୋମହର୍ଷଣକାରୀ ନାବାଳିକା ବଳାକ୍ରାର ଓ ହତ୍ୟା ମାମଲାର!-->…
ଗୁଳିମାଡ଼ରେ କୁଖ୍ୟାତ ଅପରାଧୀ ତ୍ରିଦେବ ଆହତ biswabijayee Sep 10, 2019 ଅପରାଧ ସମ୍ବଲପୁର,(ବି.ବି.ନୁ୍ୟଜ୍): ଅପରାଧୀଙ୍କୁ ଦମନ ପାଇଁ ଆକ୍ସନ୍ ମୁଡ୍ରେ ଜିଲ୍ଲା ପୁଲିସ୍ । ମାତ୍ର ୮ ଦିନର ବ୍ୟବଧାନ ପରେ ଆଜି ପୁଣି ଥରେ!-->…
ନୂଆ ମୋଟର ଯାନ ଆଇନ:ମଦୁଆଙ୍କୁ ନାହିଁ ମାଫ୍ biswabijayee Sep 10, 2019 ଅନ୍ୟାନ୍ୟ ଭୁବନେଶ୍ୱର,(ବି.ବି.ବୁ୍ୟରୋ): ମଦୁଆଙ୍କୁ ଆଦୌ ମାଫ୍ କରାଯିବନି । ନୂଆ ମୋଟର ଯାନ ଆଇନରେ ମଦ୍ୟପ ଡ୍ରାଇଭରଙ୍କ ପ୍ରତି ସାମାନ୍ୟ କୋହଳ!-->…
ସ୍ୱାମୀଙ୍କ ପରକୀୟା ପ୍ରୀତିକୁ ବିରୋଧ : କରିବାରୁ ପତ୍ନୀଙ୍କ ଜୀବନ ଗଲା biswabijayee Sep 9, 2019 ଅନ୍ୟାନ୍ୟ ବାଲିଆାଳ,(ବି.ବି.ନୁ୍ୟଜ୍): ସ୍ୱାମୀଙ୍କର ପରକୀୟା ୍ରୀତିକୁ ବିରୋଧ କରିବାରୁ ସ୍ତ୍ରୀଙ୍କ ଜୀବନ ଗଲା । ସ୍ୱାମୀ ନିଜ ସ୍ତ୍ରୀକୁ ିଟିିଟି!-->…
୫ ହଜାର ପାଇଁ ଯୁବକଙ୍କୁ ପିଟିପିଟି ମାରି ଦେଲେ ,ଅଭିଯୁକ୍ତ ଗିରଫ biswabijayee Sep 9, 2019 ଅପରାଧ ନୀଳଗିରି,(ବି.ବି.ନୁ୍ୟଜ୍): ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ ଜଣେ ଯୁବକକୁ ଅମାନୁଷିକ ଭାବେ ପିଟି ପିଟି ମାରି ଦିଆଯାଇଛି । ଏଭଳି!-->…
ନଳବଣ୍ଟା ବେଆଇନ୍ ବାଣ କାରଖାନାରେ ଚଢ଼ଉ: ୭୦ ଲକ୍ଷ ଟଙ୍କାର ବାଣ, ସରଞ୍ଜାମ ଜବତ biswabijayee Sep 9, 2019 ଓଡ଼ିଶା ଆସିକା, (ବି.ବି.ନୁ୍ୟଜ୍): ମିନି ଶିବକାଶୀ କୁହାଯାଉଥିବା ଗଞ୍ଜାମ ଜିଲ୍ଲା ଆସିକା ନିକଟ ନଳବଣ୍ଟାରେ ଥିବା ବେଆଇନ୍ ବାଣ କାରଖାନାରେ ଆଜି!-->…