୫୦୦ ଟଙ୍କା ଜରିମାନା ଗଣିଲେ ବିଧାୟକ biswabijayee Sep 8, 2019 ଅନ୍ୟାନ୍ୟ ଭୁବନେଶ୍ୱର,(ବି.ବି.ବୁ୍ୟରୋ): ସମୟ ପ୍ରାୟ ସାଢେ଼ ୧୨ଟା । ଏଜି ଛକରେ ଚାଲିଥାଏ ସଡ଼କ ସୁରକ୍ଷା ସଚେତନତା । ସଚେତନ ଗାଡିÿ ଚାଳକଙ୍କୁ!-->…
ବ୍ରାଉନ୍ସୁଗର ସହ ସ୍କର୍ପିଓ ଜବତ biswabijayee Sep 8, 2019 ଅନ୍ୟାନ୍ୟ ଭୁବନେଶ୍ୱର,(ବି.ବି.ବୁ୍ୟରୋ): ରାଜଧାନୀରେ ଥମୁନି ଧଳାଜହର(ବ୍ରାଉନ୍ସୁଗର) କାରବାର । ଆଜି ପୁଣି ବ୍ରାଉନ୍ସୁଗର ଜବତ ହୋଇଛି । ଖଣ୍ଡଗିରି!-->…
ବୁଢ଼ାବଳଙ୍ଗ ହଳଦିଆ ଘାଟରେ ପୁଣି ବୁଡ଼ିଲା ଡଙ୍ଗା, ଅଳ୍ପକେ ବର୍ତ୍ତିଲେ ୩୦ ଯାତ୍ରୀ biswabijayee Sep 8, 2019 ଅନ୍ୟାନ୍ୟ ବାଲେଶ୍ୱର,(ବି.ବି.ନୁ୍ୟଜ୍): ରେମୁଣା ବ୍ଲକ କଲ୍ୟାଣପୁର ପଞ୍ଚାୟତ ଅନ୍ତର୍ଗତ ହଳଦିଆ ଘାଟରେ ଦୁର୍ଘଟଣା ପିଛା ଛାଡୁନି । ଜିଲ୍ଲା ପ୍ରଶାସନର!-->…
୪ ଲକ୍ଷ ଟଙ୍କାର ବ୍ରାଉନ୍ସୁଗର ଜବତ, ୨ ଗିରଫ biswabijayee Sep 8, 2019 ଅପରାଧ ବାଲେଶ୍ୱର,(ବି.ବି.ନୁ୍ୟଜ୍): ବାଲେଶ୍ୱର ଜିଲ୍ଲା ସହଦେବଖୁଣ୍ଟା ଥାନା ପୁଲିସ୍ ୪ ଲକ୍ଷ ଟଙ୍କାର ବ୍ରାଉନ୍ସୁଗର ଜବତ କରିଛି । ଏହି ଘଟଣାର!-->…
୧୭ ଫୁଟିଆ ଅହିରାଜ ସାପ ଉଦ୍ଧାର biswabijayee Sep 8, 2019 ଅନ୍ୟାନ୍ୟ ନୀଳଗିରି,(ବି.ବି.ନୁ୍ୟଜ୍): କୁକୁଡ଼ା ଫାର୍ମ ଭିତରୁ ଉଦ୍ଧାର ହୋଇଛି ୧୭ ଫୁଟିଆ ଅହିରାଜ । ବାଲେଶ୍ୱର ଜିଲ୍ଲା ସୋର ଥାନା ଅଧୀନ!-->…
ଶ୍ରୀମନ୍ଦିରରେ କୃଷ୍ଣଲୀଳା ଶେଷ: ସିଂହଦ୍ୱାରରେ କଂସ ବଧ biswabijayee Sep 8, 2019 ଓଡ଼ିଶା ପୁରୀ,(ବି.ବି.ନୁ୍ୟଜ୍): ରବିବାର ଭାଦ୍ରବ ମାସ ଶୁକ୍ଳପକ୍ଷ ଦଶମୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣଙ୍କ ଲୀଳା ଶେଷ ହୋଇଛି । ଏହି ଅବସରରେ!-->…
ଭାଉଜଙ୍କୁ ହତ୍ୟା କରି ଦିଅରର ଆତ୍ମହତ୍ୟା biswabijayee Sep 8, 2019 ଅପରାଧ କୁଆରମୁଣ୍ଡା,(ବି.ବି.ନୁ୍ୟଜ୍): ସୁନ୍ଦରଗଡ଼ ଜିଲ୍ଲା କୁଆରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଝାରବେଡା ଗ୍ରାମ ପଞ୍ଚାୟତର ରିଉଁ ଗ୍ରାମରେ ଘଟିଛି!-->…
ମହିଳାଙ୍କ ଉନ୍ମତ୍ତ କାଣ୍ଡ : ତଣ୍ଟି ଚିପି ବୃଦ୍ଧାଙ୍କୁ ହତ୍ୟା biswabijayee Sep 8, 2019 ଅପରାଧ ନୂଆଗାଁ,(ବି.ବି.ନୁ୍ୟଜ୍): ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ହାତୀବାରି ଥାନା ଅନ୍ତର୍ଗତ କୋକେରମା ପଞ୍ଚାୟତରେ କରଞ୍ଜିଆ ଗ୍ରାମରେ!-->…
ଲ୍ୟାଣ୍ଡର ‘ବିକ୍ରମ’ର ପତ୍ତା ମିଳିଲା biswabijayee Sep 8, 2019 ଦେଶବିଦେଶ ବେଙ୍ଗାଲୁରୁ: ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ବିକ୍ରମର ପତ୍ତା ମିଳିଛି । ଚନ୍ଦ୍ରପୃÂରେ ଏହାକୁ ଠାବ କରାଯାଇଛି । କିନ୍ତୁ ତା ସହିତ ସମ୍ପର୍କ!-->…
ଅଦିନିଆ ରଥଯାତ୍ରାକୁ ବିରୋଧ:ଇସ୍କନ୍ ବିରୋଧରେ ଦୁଇଟି ଏତଲା biswabijayee Sep 8, 2019 ଓଡ଼ିଶା ପୁରୀ,(ବି.ବି.ନୁ୍ୟଜ୍): ଆଉ ଏକ ରଥଯାତ୍ରା ପାଇଁ ସରିଛି ପ୍ରସ୍ତୁତି । ଅଦିନିଆ ରଥଯାତ୍ରା ପାଳନ କରିବା ପାଇଁ ନିଷ୍ପତ୍ତି ନେଇଛି!-->…