ଧରାକୋଟରେ ବ୍ୟାପିଛି ଝାଡ଼ାବାନ୍ତି:୨ ମୃତ, ୫୦ରୁ ଊଦ୍ଧ୍ୱର୍ ଆକ୍ରାନ୍ତ biswabijayee Apr 6, 2022 ଓଡ଼ିଶା ଧରାକୋଟ,(ବି.ବି.ନୁ୍ୟଜ): ଦୁଇ ଦିନ ହେଲା ଧରାକୋଟ ବ୍ଲକରେ ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି । କିଏ ଘରେ ରହି ଚିକିତ୍ସିତ ହେଉଛନ୍ତି ତ!-->…
ଭିଜିଲାନ୍ସ ଜାଲରେ ବିଇଓ ଅଫିସ୍ ଜୁନିୟର୍ ଆସିଷ୍ଟାଣ୍ଟ୍ biswabijayee Apr 6, 2022 ଅପରାଧ ଢେଙ୍କାନାଳ,(ବି.ବି.ନୁ୍ୟଜ): ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟର କନିÂ ସହାୟକ (ଜୁନିଅର ଆସିଷ୍ଟା୍ଣ୍ଟ୍)!-->…
ଦମ୍ପତିଙ୍କୁ ଦଳିଦେଲା ଦନ୍ତା :ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର biswabijayee Apr 5, 2022 ଅପରାଧ ତାଳଚେର,(ବି.ବି.ନୁ୍ୟଜ): ତାଳଚେର ବ୍ଲକ୍ ଅନ୍ତର୍ଗତ ସନ୍ଥପଡ଼ା ଗ୍ରାମର ନୂଆସାହିରେ ହାତୀ ଉତ୍ପାତ । ସୋମବାର ବିଳମ୍ବିତ ରାତ୍ରିରେ ଏକ!-->…
ମାନସ ହତ୍ୟା ଘଟଣାରେ ମିଳିଲା ନୂଆ ପ୍ରମାଣ:ବାଉଁଶ ଫାଳିଆରେ ପିଟିପିଟି ମାରିଥିଲେ biswabijayee Apr 5, 2022 ଅପରାଧ ଭୁବନେଶ୍ୱର,(ବି.ବି.ବୁ୍ୟରୋ): କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି । ମାନସଙ୍କୁ ବାଉଁଶ ଓ କାଠ!-->…
ମହିଳାଙ୍କୁ ପଥରରେ ଛେଚି ହତ୍ୟା biswabijayee Apr 5, 2022 ଅପରାଧ କଟକ,(ବି.ବି.ନୁ୍ୟଜ): ସୋମବାର ବିଳମ୍ୱିତ ରାତିରେ ସଦର ଥାନା ନଗରୀ ପଞ୍ଚାୟତ ଅନ୍ତର୍ଗତ ଅରିଲୋ ଗ୍ରାମରେ ଜଣେ ମହିଳାଙ୍କୁ ପଥରରେ ଛେଚି!-->…
ଶ୍ରୀମନ୍ଦିର ଚୁଲି ଭଙ୍ଗା ଘଟଣା:ସନ୍ଦିଗ୍ଧ ବ୍ୟକ୍ତି ଅଟକ biswabijayee Apr 5, 2022 ଓଡ଼ିଶା ପୁରୀ,(ବି.ବି.ବୁ୍ୟରୋ): ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗା ଘଟଣାରେ ପୁଲିସ ଜଣକୁ ଅଟକ ରଖିଛି । ଖୋର୍ଦ୍ଧା ଅଞ୍ଚଳରୁ ତାକୁ ଠାବ!-->…
ମିଥ୍ୟା ଖବର ବିରୋଧରେ କାର୍ଯ୍ୟାନୁÂାନ:୨୨ ୟୁଟୁ୍ୟବ୍ ଚ୍ୟାନେଲ ବ୍ଲକ୍ biswabijayee Apr 5, 2022 ଦେଶବିଦେଶ ନୂଆଦିଲ୍ଲୀ: ମିଥ୍ୟା ଖବର ପ୍ରସାର କରି ଦର୍ଶକମାନଙ୍କୁ ଭ୍ରମିତ କରୁଥିବା ଅଭିଯୋଗରେ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ!-->…
ଭ୍ୟାନ ଧକ୍କାରେ ପରିବାରର ୪ ମୃତ biswabijayee Apr 5, 2022 ଅପରାଧ ଭଞ୍ଜନଗର, (ଗୋବିନ୍ଦ ଚନ୍ଦ୍ର ଗୌଡ଼ଙ୍କଠାରୁ): ନାତିର ସ୍ୱାସ୍ଥ୍ୟ ପରୀକ୍ଷା କରାଇ ଫେରୁଥିଲେ । ପ୍ରବଳ ଖରା ହେତୁ ରାସ୍ତାକଡ଼ରେ ମୋପେଡ୍!-->…
ଝିଅର ମୃତଦେହ ବାଇକ୍ରେ ବୋହିଲେ ବାପା biswabijayee Apr 5, 2022 ଅପରାଧ କେନ୍ଦ୍ରାପଡ଼ା,(ବି.ବି.ନୁ୍ୟଜ): ମହାପ୍ରୟାଣ ଗାଡ଼ିର ସୁବିଧା ନ ମିଳିବା ଯୋଗୁଁ ୭ ବର୍ଷର କୁନି ଝିଅର ମୃତଦେହକୁ ବାପା ଓ ଦାଦା ମିଶି!-->…
ଡବ୍ଲୁ୍ୟଏଚଓ ରିପୋର୍ଟ: ବିଷ ବଳୟରେ ୯୦% ଭାରତୀୟ biswabijayee Apr 5, 2022 ଦେଶବିଦେଶ ନୂଆଦିଲ୍ଲୀ: ପୃଥିବୀକୁ ଘେରି ରହିଥିବା ନୀଳ ଆକାଶ ଆଗଭଳି ଆଉ ନିର୍ମଳ ନାହିଁ । ବିଷାକ୍ତ ବାୟୁରେ ଏହା ଭରପୂର । ଶ୍ୱାସକି୍ରୟାରେ!-->…